ହୋ ମାଗେ ପରବରେ ଯୋଗଦେଲେ ବିଧାୟକ

ଅନୁଗୋଳ(ଏନଟିପି):

ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଅନ୍ତର୍ଗତ ଝାରବେଡା ପଞ୍ଚାୟତର ବରବାହାଳି ଗ୍ରାମରେ ଚାଲିଥିବା ଆଦିବାସୀ ଭାଇ ଭଉଣି ମାନଙ୍କର #ହୋ #ମାଗେ ପରବ ଉତ୍ସବରେ ଯୋଗଦେଲେ ପାଲଲହଡାର ବିଧାୟକ ମୁକେଶ ପାଳ।ଶ୍ରୀ ପଲ ଯୋଗଦେଇ ଆଦିବାସୀ ଭାଇ ଭଉଣୀ ମାନଙ୍କ ସମସ୍ତ ସମସ୍ୟା ପଚାରି ବୁଝିଥିଲେ।
Follow by Email
WhatsApp