୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଇରେ ମିଳିଲା କେତେ ? Posted on 10/07/201910/07/2019 by NTP Bureau Report ଏନଟିପି (ସ୍ମୃତିଲିପି ସାହୁଙ୍କ ରିପୋର୍ଟ) ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଇରେ ୫ ହଜାର ୮ଶହ କୋଟିରୁ ୬ ହଜାର କୋଟି ଟଙ୍କା ମିଳିବ । ସେଭିତରୁ ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ ପାଇଁ ୨୫୦କୋଟି ଟଙ୍କା, ହରିଦାସପୁର-ପାରାଦୀପ ରେଳପଥ ପାଇଁ ୪ ଶହ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୪ଶହ କୋଟି ଟଙ୍କା ଅନୁଦାନ ମିଳିବ । ସେହିପରି ଖୋର୍ଦ୍ଧାରୋଡ-ବଲାଙ୍ଗିର ପାଇଁ ୩୫୦ କୋଟି ଟଙ୍କା, ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି ଟଙ୍କା, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଟଙ୍କା ଅନୁଦାନ ଆସିବ । ଜୟପୁର-ନବରଙ୍ଗପୁର ପାଇଁ ୧୦ କୋଟି ଟଙ୍କା ଓ ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନ ଦୋହରୀକରଣ ପାଇଁ ୧୭୦କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିବ । Share on FacebookTweetFollow usSave Post Views: 326
Odisha NATIONAL Miss Sharanya Nanda selected by ISRO to witness Chandrayan II Moon landing NTP Bureau Report 31/08/2019 0 Angul(NewsTimePro): Miss Sharanya Nanda studying in class IX of D.A.V. Chandrasekharpur, Bhubaneswar has been invited by ISRO (Indian Space Reserch Organisation) , Bangalore to participate in […]
NATIONAL ମହାକାଶକୁ ଯିବେ ୩ ଭାରତୀୟ ! ୨୦୨୨ ସୁଦ୍ଧା ମହାକାଶରେ ପହଞ୍ଚିବାକୁ ଲକ୍ଷ୍ୟ … Smrutilipi 28/12/2018 0 ଏନଟିପି ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାକାଶ ଗବେଷଣା କ୍ଷେତ୍ରରେ ଏକ ବଡ ଘୋଷଣା କରାଯାଇଛି । ଏହି ଗଗନଯାନ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ମଞ୍ଜୁରୀ ଦେଇଛି କେନ୍ଦ୍ରୀୟ କ୍ୟାବିନେଟ୍ […]
Business CORPORATE INTERVIEW NATIONAL ବର୍ତ୍ତମାନ ୨୪ ଘଣ୍ଟା ଉଡ଼ିପାରିବ ତିରଙ୍ଗା, ଫ୍ଲାଗ୍ କୋଡ୍ ସଂଶୋଧନ ସୁଦୂରପ୍ରସାରୀ ନବୀନ ଜିନ୍ଦଲଙ୍କ ମତ NTP Bureau Report 25/07/2022 0 ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ଏହା ଦେଶବାସୀଙ୍କୁ ସରକାରଙ୍କ ବଡ ଉପହାର: ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଭୁବନେଶ୍ବର / ନୂଆଦିଲ୍ଲୀ, ଜୁଲାଇ ୨୫, ୨୦୨୨ – ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ ତିରଙ୍ଗାକୁ ଉତ୍ତୋଳନ କରିବାର ଅଧିକାର […]