ଅନୁଗୋଳ ରେ ହେବ ଦ୍ଵିତୀୟ ଆଦର୍ଶ ବିବାହ ଉତ୍ସବ Posted on 11/01/202011/01/2020 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳରେ ହେବ ଆଦର୍ଶ ସାମୁହିକ ବିବାହ ଉତ୍ସବ । ଉତ୍କଳ ପ୍ରାଦେଶିକ ମାର ୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ହେବ ଏହି ସାମୁହିକ ବିବାହ ଉତ୍ସବ । ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଆୟୋଜକ । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ଓ ଗାୟତ୍ରୀ ପରିବାର ମିଳିତ ସହଯୋଗରେ ଦ୍ଵିତୀୟ ଥର ପାଇଁ ଅନୁଗୋଳ ରେ ହେବ ଏହି ବିବାହ ଉତ୍ସବ । ଗତଥର ୫୪ ଯୋଡ଼ା ବିବାହ ହୋଇଥିଲା।ସମସ୍ତଙ୍କୁ ଖଟ, ଟେବୁଲ,ଚୌକି,ଆଲମୀରା,ବାସନ କୁସନ ଆଦି ଯୋଗାଯାଇଥିଲା।ଗତବର୍ଷ ଆର୍ଥିକ ସହାୟତା ସହ ୫୪ ଯୁଗଳଙ୍କୁ ପ୍ରଦାନ କରାଯାଇଥିଲା ।ଚଳିତଥର ବିବାହ ଉତ୍ସବରେ ଇଛୁକ ଅଭିଭାବକ ମାନେ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ୧୫ ତାରିଖ ସୁଧା ରେଜିଷ୍ଟ୍ରେସନ କରିବାକୁ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନାଦେଇଛନ୍ତି।ଗତବର୍ଷ ଭଳି ଚଳିତ ଥର ମଧ୍ୟ ଅତି ନିରାଡ଼ମ୍ବର ସହ ଉତ୍ସବ ପାଳନ କରାଯିବ।ବୈଦିକ ରିତୀରେ ବିବାହ ଉତ୍ସବ ପାଳନ କରାଯିବ।ହରିଦ୍ୱାରରୁ ପଣ୍ଡିତ ମାନେ ଆସିବାର କାର୍ଯ୍ୟକ୍ରମ ରହିଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମୁହିକ ବିବାହର ଓଡିଶା ପ୍ରଦେଶର ଆଦ୍ୟ ଆୟୋଜକ ଓ ମାର୍ଗଦର୍ଶକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିୟା,ଶ୍ରୀ ଲଡୁ କିଶୋର ଅଗ୍ରୱାଲ,ଶ୍ରୀ ନନ୍ଦୁ ଲାଲ ଅଗ୍ରୱାଲ,ଶ୍ରୀ କଲ୍ୟାଣ କିଶୋର ମହାନ୍ତି,ମହାବୀର ପ୍ରସାଦ ଅଗ୍ରୱାଲ,ଶ୍ରୀ ସଞ୍ଜୟ ପ୍ରଧାନ,ଅଭୟ ରାୟ,କବି ପ୍ରଭାକର,ରାଜେଶ ଅଗ୍ରୱାଲ, ରାଜକୁମାର ଶୁକ୍ଳା,ଶ୍ରୀ ରୋହିତ ଲିହାଲା,ଶ୍ରୀ ଦିଲ୍ଲୀପ ପ୍ରଧାନ,ଶ୍ରୀ ମନୋଜ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। Share on FacebookTweetFollow usSave Post Views: 500
Odisha CM unveils bronze sculpture in memory of Mahatma Gandhi in Bellevue,Cuttack NTP Bureau Report 01/04/2021 0 Cuttack(NewsTimePro): On the occasion of Utkal Day, Naveen Patnaik unveiled a bronze sculpture in memory of Mahatma Gandhi in Bellevue. The statue is part of […]
Odisha NATIONAL ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍ ଆଶ୍ଚ ଡି ପ୍ରଦର୍ଶନୀ “ ଇନଭେନଟିଭ୍ ୨୦୨୨ ” ରେ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ NTP Bureau Report 15/10/2022 0 ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍ ଆଶ୍ଚ ଡି ପ୍ରଦର୍ଶନୀ “ ଇନଭେନଟିଭ୍ ୨୦୨୨ ” ରେ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ ● . . […]
Odisha Political Tadka କନ୍ଧମାଳରେ ଅଚ୍ୟୁତ ଖାରବେଳ ଫାଇଟ; ଲୋକଙ୍କ ହୃଦୟ ଜିତୁଛନ୍ତି ଅଚ୍ୟୁତ। NTP Bureau Report 15/04/2019 0 ଭୁବନେଶ୍ୱର(ଏନଟିପି) ଆସନ୍ତା ୧୮ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ।ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଆଉ ଗୋଟିଏ ଦିନ ଥିବାରୁ ଚାଲିଛି ଜୋରଦାର ପ୍ରଚାର।କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଙ୍କ ପ୍ରଚାର […]