କୁକୁରପେଟା ରେ ଭଳିବଲ ପ୍ରତିଯୋଗିତା,ବାଜି ମାରିଲା ମାଛକୁଟା Posted on 16/12/201916/12/2019 by NTP Bureau Report ଅନୁଗୋଳ(ଏନଟିପି): ଛେଣ୍ଡିପଦା ବ୍ଲକ କୁକୁରପେଟା ଖେଳପଡ଼ିଆରେ ପଞ୍ଚାୟତ ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।କୁକୁରପେଟା ଓ ମାଛକୁଟା ମଧ୍ୟରେ ଫାଇନାଲ୍ ମ୍ୟାଚ ଖେଳାଯାଇଥିଲା।ମାଛକୁଟା ୩-୦ ସେଟରେ ହରାଇ ବିଜୟୀ ହୋଇଥିଲା।ଫାଇନାଲ୍ ଖେଳରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଅଗସ୍ତି ବେହେରା ଯୋଗ ଦେଇ କ୍ରୀଡ଼ାପ୍ରେମୀ ଙ୍କୁ ଉତ୍ସାହ ଯୋଗାଇବା ସହ ଚମ୍ପିଆନ ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।ଖେଳ କୁ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଶ୍ରୀନିବାସ ପ୍ରଧାନ ପରିଚାଳନା କରିଥିଲେ। Share on FacebookTweetFollow usSave Post Views: 293
Odisha NATIONAL ଏନଟିପିସିରେ କୋଇଲା ଶଙ୍କଟ,୪ ଟି ୟୁନିଟ ବନ୍ଦ NTP Bureau Report 03/08/2019 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର MCL ର ଭରତପୁର କୋଇଲାଖଣିରେ ଅଘଟଣ ପରେ ଚାଲିଛି ଖଣିବନ୍ଦ ଆନ୍ଦୋଳନ।୧୧ ଦିନରେ ପହଁଚିଲା ଖଣିବନ୍ଦ ଆନ୍ଦୋଳନ।ଆନ୍ଦୋଳନ ଫଳରେ ତାଳଚେର ର ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ […]
Odisha କିଟ,କିସ ପକ୍ଷରୁ ୧୨୦୦ ପୋଲିସ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ NTP Bureau Report 29/03/2020 0 ଭୁବନେଶ୍ୱର(ଏନ ଟି ପି ): କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ଭଳି ପୋଲିସ ମଧ୍ୟ କରୋନା ଯୁଦ୍ଧରେ ସାମିଲ ହେଇ ଜନସାଧାରଣଙ୍କ ସୁରକ୍ଷା ଦିଗରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସମଗ୍ର ଦେଶରେ ପୋଲିସ […]
Odisha NATIONAL କାଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ହଟିଲା ୩୭୦ ଏବଂ ୩୫ଏ ଧାରା NTP Bureau Report 05/08/2019 0 ନୂଆଦିଲ୍ଲୀ (ଏନଟିପି): ଜାମ୍ମୁ ଓ କାଶ୍ମୀରରୁ ଲଦାଖକୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଏହା ସହିତ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା […]