ଘାଟିରେ ଜଳିଲା ଟ୍ରକ Posted on 12/11/201912/11/2019 by NTP Bureau Report ପାଳଲହଡା (ଏନଟିପି) ଘାଟି ରେ ଜଳିଗଲା ଟ୍ରକ Iଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଘାଟି ଚଢିବା ସମୟ ରେ ଜଳିଗଲା ଟ୍ରକ ଏମିତି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପIଲଲହଡା ଥାନ ନାଗିରI ଘାଟି ରେ I ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ 4 ଟା ସମୟ ରେ ପIଲଲହଡା ପଟୁ ନଗିରା ଦେଇ କେନ୍ଦୁଝର ଜିଲ୍ଲା କୁ ଯାଉଥିବା ଏକ ଟ୍ରକ (OR-05AJ-4244) ବେଳେ ହଠାତ ଟ୍ରକ ରୁ ଧୂଆଁ ବାହାରିଥିଲା ଏବଂ ନିଆଁ ବାହାରିଥିଲା ଏହା ଦେଖି ଚାଳକ ଲଷ୍ମୀଧର ମହନ୍ତ ଗାଡି କୁ ରଖିଦେଇ ବାହାରକୁ ବାହାରିଆସିଥିଲେ I ଏବଂ କିଛି ସମୟ ମଧ୍ୟ ରେ ଟ୍ରକ ଟି ସମ୍ପୂର୍ଣ ଜଳିଯାଇଥିଲା I ଖବର ପାଇ ପIଲଲହଡା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳ କୁ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ I ପୋଲିସ ଘଟଣା ର ଅଧିକ ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଆଶିଷ କୁମାର ଦାସ ସୂଚନା ଦେଇଛନ୍ତି I Share on FacebookTweetFollow usSave Post Views: 241
Odisha Fatal complaint in the name of my bus NTP Bureau Report 31/03/2021 0 Bhubaneswar(News TimePro): Complaint in the name of “MO BUS”. In Bhubaneswar, a passenger was allegedly pushed from a moving bus. Subashish Parida, son of injured […]
Odisha NATIONAL ଦାନ୍ତେୱାଡାରେ ପୋଲିସ – ମାଓବାଦୀ ଗୁଳିବିନିମୟ,ଦୁଇ ମାଓବାଦୀ ମୃତ NTP Bureau Report 14/07/2019 0 ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ। ଜଣେ ମହିଳା ମାଓବାଦୀ ଗିରଫ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସର ମାଓବାଦୀ ଗୁଳିବିନିମୟରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ୨ମୃତ ମାଓବାଦୀଙ୍କ […]
Odisha ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି;୪ ଘଣ୍ଟା ବନ୍ଦ ରହିବ ଦର୍ଶନ Smrutilipi 03/08/2022 0 ପୁରୀ(ଏନଟିପି): ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ପାଇବେନି ଭକ୍ତ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ସେବା କରିବେ। […]