ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ କଲେ ଆର.ଡି. ସି Posted on 10/11/201911/11/2019 by NTP Bureau Report ଭଦ୍ରକ:(ଏନଟିପି): ବୁଲବୁଲ ବାତ୍ୟା ସମସ୍ତଙ୍କ ନିଦ ହଜେଇଦେଇଥିଲା।ବୁଲବୁଲ ସିନା ଚାଲିଯାଇଛି କିନ୍ତୁ ଓଡ଼ିଶାର କିଛି ଜାଗାରେ ସବୁ କ୍ଷ୍ୟତି ଘଟାଇ ଚାଲିଯାଇଛି।ଜିଲ୍ଲାରେ ସାମୁଦ୍ରିକ ଝଡ଼ ବୁଲବୁଲର ପ୍ରଭାବ। ଦୁଇ ଦିନ ଧରି ବର୍ଷା ସାଙ୍ଗକୁ ପବନ ବହିବା ଫଳରେ ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ କିଛି ଜାଗାରେ କଣ କ୍ଷୟକ୍ଷତି ର ଆକଳନ ପାଇଁ ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିଲେ କଟକ RDC (କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର)ଅନୀଲ କୁମାର ସାମଲ।ଶ୍ରୀ ସାମଲ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ବୁଲ ବୁଲ ଦ୍ୱାରା କ୍ଷୟ କ୍ଷତି ହୋଇଥିବା ଅଂଚଳ ଗୁଡିକ ତୁରନ୍ତ ପୁନଃରୁଧାର କରିବା ପାଇଁନିର୍ଦେଶ ଦେଇଥିଲେ।ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ର ସ୍ଥିତି ସମୀକ୍ଷା କରିବ ପରେ ଶ୍ରୀ ସାମଲ ତିହିଡ଼ିର ଏକ ଶିଶୁ ଯତ୍ନ ଅନୁଷ୍ଠାନ ରେ ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ।କମିଶନର ଶ୍ରୀ ସାମଲ ଙ୍କ ସହ ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମାଭକ୍ତ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ।ଶ୍ରୀ ସାମଲ ଶିଶୁ ମାନଙ୍କ ସହ କିଛି ସମୟ ମଧ୍ୟ ବିତାଇବା ସହ ସେମାନଙ୍କ ସମସ୍ୟା ବିଷୟରେ ମଧ୍ୟ ପଚାରି ବୁଝିଥିଲେ । Share on FacebookTweetFollow usSave Post Views: 276
Odisha ବଲାଙ୍ଗୀର ମାଟି ଐତିହ୍ୟ ସମ୍ପର୍ଣ୍ଣ ମାଟି :ଧର୍ମେନ୍ଦ୍ର ପ୍ରଧାନ NTP Bureau Report 15/01/2019 0 ଏନଟିପି: ବଲାଙ୍ଗୀରର ମାଟି ଐତିହ୍ୟସମ୍ପନ୍ନ, ସଂସ୍କୃତିଭରା ଓ ପରମ୍ପରାର ମାଟି । ଏ ମାଟି କେବଳ ଇତିହାସକୁ ମନେପକାଏ ନାହିଁ, ସମୟର ଆବଶ୍ୟକତାକୁ ପୂରଣା କରିବା ପାଇଁ ଆହ୍ୱାନକୁ ବି ସ୍ୱୀକାର କରେ ବୋଲି […]
Odisha ନାଲକୋ ଟ୍ରକ ମାଲିକ ସଂଘ, କୁଲାଡ଼ ଆନୁକୂଲ୍ୟରେ କୋଭିଡ-୧୯ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ସହ ମାସ୍କ ବଣ୍ଟନ NTP Bureau Report 18/04/2020 0 ଅନୁଗୋଳ(ଏନ ଟି ପି) : ଅନୁଗୋଳ ଜିଲ୍ଲା ନାଲକୋ ଟ୍ରକ ମାଲିକ ସଂଘ, କୁଲାଡ଼ ଆନୁକୂଲ୍ୟରେ କୋଭିଡ-୧୯ କରୋନା ବିରୁଦ୍ଧରେ ଲଢେଇ ପାଇଁ ଦ୍ଵିତୀୟ ଥର ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। […]
Odisha ‘ନିନାଦ’ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଙ୍କ ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ; ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ସମାଜର ଦାୟିତ୍ବ NTP Bureau Report 05/09/2024 0 ଭୁବନେଶ୍ୱର5 ସେପ୍ଟେମ୍ବର, ୨୦୨୪ ଦିବ୍ୟାଙ୍ଗ ମାନେ ଆମ ଠାରୁ ଅଧିକ କରି ଦେଖାଉଛନ୍ତି। ଭଗବାନଙ୍କର ସେମାନଙ୍କ ଉପରେ ସ୍ବତନ୍ତ୍ର ଆଶୀର୍ବାଦ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସାମାଜିକ ସୁରକ୍ଷା […]