ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ଛଅ ବର୍ଷ ଛୁଆଟିର ମୃତ୍ୟୁ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ରବିବାର ଦିନ ନିଜ ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ ଛୁଆଟିର ମୃତ୍ୟୁ ହୋଇଥିଲା । ଖେଳ ଖେଳରେ ସାଙ୍ଗମାନେ ଏୟାର କମ୍ପ୍ରେସର ସାହାର୍ଯ୍ୟରେ ଛୁଆଟିର ପେଟରେ ପବନ ଭରି ଦେଇଥିଲେ । ଫଳରେ ଛୁଆଟିର ପେଟ ଫୁଲିଯାଇଥିଲା । ଏହାର କିଛି ସମୟ ଭିତରେ ହିଁ ଛୁଆଟିର ମୃତ୍ୟୁ ହୋଇଥିବା ଭଂବର କୁଆ ପୋଲିସ୍ କହିଛି। ତେବେ ୬ବର୍ଷର ଛୁଆଟି ସହିତ ଖେଳୁଥିବା ସାଙ୍ଗ ମାନେ ମଧ୍ୟ ପାଖାପାଖି ସେହି ୬ବର୍ଷର । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ୍ ମୃତ୍ୟୁଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି ।
Related Posts
ପଦ୍ମ ଛାଡି ହାତ ଧରିବେ ଶତ୍ରୁଘ୍ନ
- NTP Bureau Report
- 28/03/2019
- 0
ମୁମ୍ବାଇ (ଏନ ଟି ପି): ବିଜେପି କୁ ବାଇ ବାଇ କରିବାକୁ ପ୍ରସ୍ତୁତ ଶତ୍ରୁଘ୍ନ।ପ୍ରାୟ ୨୭ ବର୍ଷ ରହିବା ପରେ ଶେଷରେ ବିଜେପିକୁ ବାଏ ବାଏ କରିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ହାତ […]
ଆସାମରେ ବନ୍ୟା ସ୍ଥିତି ସଙ୍ଗିନ ,ଜଳଘେରା ବନ୍ଦୀରେ ଲୋକେ
- NTP Bureau Report
- 16/07/2019
- 0
ଆସାମ: ଆସାମରେ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ ସରକାର ରେଡ ଆଲର୍ଟ ଜାରି କରିଛନ୍ତି । ବନ୍ୟାରେ ରାଜ୍ୟର ୩୩ଟି ଜିଲ୍ଲାର ୪୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସବୁଠୁ […]
Union Steel Minister inaugurates 100-bed COVID-19 hospital built Tata Steel BSL in Dhenkanal, Odisha
- NTP Bureau Report
- 07/06/2021
- 0
Dhenkanal(NewsTimePro): Shri Dharmendra Pradhan, Minister of Petroleum and Natural Gas and Minister of Steel, Government of India, inaugurated the 100-bed COVID-19 hospital facility developed by […]