ମଦ ବଦଳରେ ସରକାର ବେଶ୍ୟାଳୟ ଖୋଲିଲେ ଅଧିକ ରାଜସ୍ବ ପାଇବେ କହିଲେ ସୁର ଓ ଦାମ Posted on 15/07/201915/07/2019 by NTP Bureau Report ଭୁବନେଶ୍ୱର(ଏନ ଟି ପି ): ଅବକାରୀ ବିଭାଗର ନୂଆ ଘୋଷଣା କୁ ନେଇ ଏବେ ସବୁଆଡେ ଜୋରଦାର ଚର୍ଚା ସହିତ ତୀବ୍ର ସମାଲୋଚନା କରାଯାଉଛି I ଯେଉଁ ମଦ ବେପାରୀ ଯେତେ ଅଧିକ ମଦ ବିକିବେ ତାଙ୍କୁ ପୁରସ୍କାର ଦିଆଯିବ ଏପରି ରିପୋର୍ଟ ବିଧାନସଭା ରେ ଦାଖଲ ହେବାପରେ ଏବେ ସବୁଆଡେ ଏହାକୁ ନେଇ ତୀବ୍ର ନିନ୍ଦା କରାଯାଉଛି I ଏ ପରିପ୍ରେକ୍ଷୀରେ ବଳିଷ୍ଠ ନେତା ଦାମୋଦର ରାଉତ ଏକ ସାକ୍ଷାତକାର ରେ କହିଛନ୍ତି ଯେ ଯଦି ସରକାର ଭାବୁଛନ୍ତି ଯେ ଅଧିକ ରାଜସ୍ବ ପାଇଁ ମଦ ଅଧିକ ବିକିବା ଦରକାର ତେବେ ଭୁବନେଶ୍ୱର ରେ ଅଧିକାଂଶ ସମୟରେ ସେକ୍ସ ରାକେଟ ଧରାପଡୁଛି ,ତେଣୁ ବିଦ୍ଧିବଦ୍ଧ ଭାବରେ ବେଶ୍ୟାଳୟ ଖୋଲାଯାଉ ଏହାଦ୍ୱାରା ସେକ୍ସ ସ୍କ୍ୟାଣ୍ଡଲ କମିଯିବ ଏବଂ ସରକାର ଙ୍କୁ ମଧ୍ୟ ଯଥେଷ୍ଟ ଅର୍ଥ ମିଳିବ Iସେପଟେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ସରକାରଙ୍କୁ କହିଛନ୍ତି ବେଶ୍ୟାଳୟ ଖୋଲିଲେ ଅଧିକ ରାଜସ୍ବ ମିଳିବ। Share on FacebookTweetFollow usSave Post Views: 468
Odisha ବେଆଇନ ଚାନ୍ଦା ଆଦାୟ କରୁଛନ୍ତି ଅନୁଗୋଳର ଜଣେନେତ୍ରୀଙ୍କ ସ୍ୱାମୀ NTP Bureau Report 10/07/2021 0 ଅନୁଗୋଳ(ଏନଟିପି): ନିଶା ପାଇଁ ଚାନ୍ଦା କରୁଛନ୍ତି ନେତ୍ରୀଙ୍କ ସ୍ୱାମୀ।ନିଶାରେ ଚୁର ହୋଇ ଜୋର ଜବରଦସ୍ତ ଟଙ୍କା ମାଗୁଛନ୍ତି ଅନୁଗୋଳର ଜଣେ ନେତ୍ରୀଙ୍କ ସ୍ୱାମୀ ।ସେପଟେ ନେତ୍ରୀ ଜଣଙ୍କ ଆଗାମୀ ଦିନରେ ପୌରନିର୍ବାଚନାରେ କାଉନସିଲର ହେବାକୁ […]
Odisha Tata Steel BSL supplies Liquid Medical Oxygen for treatment Of COVID-19 patients NTP Bureau Report 25/04/2021 0 Dhenkanal(NewsTimePro): 56 tons of Liquid Medical Oxygen (LMO) supplied for various hospitals in Odisha • 185 tons of Liquid Medical Oxygen (LMO) supplied to the […]
Odisha କରୋନା ମୁକାବିଲା ପାଇଁ ରାଜ୍ୟସରକାର ନେଉଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ :ଧର୍ମେନ୍ଦ୍ର ପ୍ରଧାନ NTP Bureau Report 18/07/2020 0 ଭୁବନେଶ୍ୱର(ଏନ ଟି ପି : ରାଜ୍ୟବାସୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ରାଜ୍ୟ ସରକାର କରୋନା ମୁକାବିଲାପାଇଁ ନେଉଥବା ପ୍ରତ୍ୟେକ ପଦେକ୍ଷପ ସ୍ବାଗତ ଯୋଗ୍ୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି […]