ଛୋଟାର ସମ୍ପତ୍ତି ବାଜ୍ୟାପ୍ତି ଆରମ୍ଭ କଲା ଜିଲ୍ଲା ପ୍ରଶାସନ Posted on 15/07/201915/07/2019 by NTP Bureau Report ନିଶା ବେପାରୀର ଘରଭଙ୍ଗା। ମୋଷ୍ଟ ୱାଣ୍ଟେଡର ସମ୍ପତ୍ତି ବାର୍ଯ୍ୟାପ୍ତି ଆରମ୍ଭ। ଏସଟିଏଫର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା କୋର୍ଟରେ ହାଜର ପରେ ତାର ସମ୍ପତ୍ତି ବାର୍ଯ୍ୟାପ୍ତି ଆରମ୍ଭ ହୋଇଛି। ଏସଟିଏଫର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗର ଜବରଦସ୍ତପୁର ଠାରେ ଥିବା ବିଶାଳ ବିଳାସପୂର୍ଣ୍ଣ କୋଠା ଉଚ୍ଛେଦ କାମ ଆରମ୍ଭ ହୋଇଛି। ଏହି ବିଶାଳ ଅଟ୍ଟାଳିକା ମଧ୍ୟରେ ଏକ ସ୍ୱିମିଙ୍ଗ ପୁଲ ମଧ୍ୟ ରହିଛି। ଛୋଟା ବାଂଲାଦେଶରୁ ବେଆଇନ ଡ୍ରଗ୍ସ ଆଣି ରାଜ୍ୟରେ ନିଶା କାରବାର ଚଳାଇଥିଲା। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। Share on FacebookTweetFollow usSave Post Views: 513
Odisha ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ମୃତ NTP Bureau Report 09/03/2019 0 ଅନୁଗୋଳ ଅନୁଗୁଳ ଥାନା ଛେଳିଆପଡା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ତ୍ରୀ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା ନାଲକୋ ରେ ଚାକିରୀ […]
Odisha First District COVID-19 Hospital in Kandhamal Soon NTP Bureau Report 03/04/2020 0 Bhubaneswar(News Time Pro ): A 150-Bedded COVID-19 Hospital, managed and run by Kalinga Institute of Medical Sciences (KIMS), Bhubaneswar, will become operational within a week […]
Odisha ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ NTP Bureau Report 29/05/2019 0 ମନ୍ତ୍ରୀଙ୍କ ଭିତରେ ବିଭାଗ ବଣ୍ଟନ। ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମିଳିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ। ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମିଳିଛି। ନିରଞ୍ଜନ ପୂଜାରୀ ହୋଇଛନ୍ତି […]