କେତେ କମିଲା ସୁନାଦର, ଜାଣିଲେ ହେବେ ଆଶ୍ଚର୍ଯ୍ୟ Posted on 09/07/201909/07/2019 by NTP Bureau Report ନୂଆଦିଲ୍ଲୀ : ଅନ୍ତଃରାଷ୍ଟ୍ରୀୟ ମାର୍କେଟର ଦର ହ୍ରାସ ହେବା ପରେ ଘରୋଇ ସ୍ତରରେ ଆଜି ସୁନା ମୂଲ୍ୟ କମ ହୋଇଛି। ଏନେଇ ମଙ୍ଗଳବାର ଦିନ ଦିଲ୍ଲୀର ସରର୍ଫା ବଜାରରେ ସୁନା ମୂଲ୍ୟ ୬୦୦ଟଙ୍କା ଶସ୍ତା ହୋଇଛି। ସେହିପରି ରୁପା ଦରରେ ମଧ୍ୟ ୪୮ଟଙ୍କା ହ୍ରାସ ହୋଇଥିବା ଜଣାପଡିଛି। ଆପଣଙ୍କୁ କହିବାକୁ ଚାହିଁବୁ ଏହା ଜୁଲାଇ ମାସର ସବୁଠାରୁ ଅଧିକ ମୂଲ୍ୟର ହ୍ରାସ ବୋଲି ଜଣାପଡିଛି। କେତେ ରହିଛି ସୁନା ଏବଂ ରୁପାର ଦର ଦିଲ୍ଲୀର ସରର୍ଫା ବଜାରରେ ସୁନାର ମୂଲ୍ୟ ୬୦୦ଟଙ୍କା କମ ହୋଇ ୩୪,୭୦୦ଟଙ୍କା ପ୍ରତି ଦଶଗ୍ରାମ ଶସ୍ତା ହୋଇଯାଇଛି। ତେବେ ଶସ୍ତା ହେବା ପରେ ଭୁବନେଶ୍ବରରେ ୧୦ଗ୍ରାମ ସୁନାର ମୂଲ୍ୟ ୩୨,୮୮୦ଟଙ୍କା ରହିଥିବା ବେଳେ ରୁପା ମୂଲ୍ୟ ଗ୍ରାମ ପିଛା ୪୦.୫୬ ଟଙ୍କା ରହିଛି। Share on FacebookTweetFollow usSave Post Views: 2,234
NATIONAL କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇଦିନିଆ ୟୁଏଇ ଗସ୍ତର ଅନ୍ତିମ ଦିନ: ଭାରତ-ଓପେକ୍ ଭାଗିଦାରୀକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ NTP Bureau Report 12/11/2019 0 ୟୁଏଇ(ଏନଟିପି): ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍ ମିଲ୍ଲରଙ୍କୁ ସାକ୍ଷାତ୍ କରି ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ […]
NATIONAL ଶାହୀନବାଗରେ ୧୪୪ ଧାରା ଲାଗୁ NTP Bureau Report 01/03/2020 0 ନୂଆଦିଲ୍ଲୀ(ଏନଟିପି): ଦେଶର ରାଜଧାନୀ ଦିଲ୍ଲୀର ଶାହୀନବାଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନକୁ ଆଜି ହିନ୍ଦୁ ସେନା ବିରୋଧ କରିଛି । ସ୍ଥିତିକୁ ସୁଧାରିବା ପାଇଁ ଦିଲ୍ଲୀ […]
NATIONAL ଜାଣନ୍ତୁ କେମିତି ମିଶିଛନ୍ତି ମହାସାଗର NTP Bureau Report 25/04/2019 0 ଏନଟିପି (ସ୍ୱତନ୍ତ୍ର ) ଆମେ କହୁଛୁ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ବିଷୟରେ। ଏହି ଦୁଇଟି ମହାସାଗରର ମିଳନ ସ୍ଥଳକୁ ଦେଖିବା ମାତ୍ରେ ଆପଣ ଜାଣି ଯିବେ କାହାର ପାଣି କେଉଁଠି ଅଛି। […]