ଭୁବନେଶ୍ୱର(ଏନ ଟି ପି) ସ୍ମୃତିଲିପିଙ୍କ ସ୍ୱତନ୍ତ୍ର ରିପୋର୍ଟ
ବିଧାନସଭାରେ ଆଗତ ହେଲା ୨୦୧୯-୨୦ ର ବଜେଟ ।ବିଧାନସଭା ବଜେଟ ୨୦୧୯-୨୦ : ଆଗାମୀ ଆର୍ଥିକ ବର୍ଷ ପାଇଁ ସର୍ବମୋଟ ୧ଲକ୍ଷ ୩୯ ହାଜର କୋଟିର ବ୍ୟୟବରାଦ, ଚାଷିଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ମିଳିବ ଋଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪୦୦ କୋଟି, ଉଦ୍ୟନ କୃଷି ପାଇଁ ୧୦୦ କୋଟି, କାଳିଆ ଯୋଜନା ପାଇଁ ୫,୬୧୧ କୋଟି ।ବିଧାନସଭା ବଜେଟ ୨୦୧୯-୨୦: ଉଠାଜଳସେଚନ ପାଇଁ ୧୦୭୭ କୋଟି, ଜୈବିକ କୃଷି-୩୧ କୋଟି, ବିପର୍ଯ୍ୟୟ ପରିଚାଳନ ପାଇଁ-୪୬୦୦କୋଟି, ଜାଗା ମିଶନ ପାଇଁ-୧୦୦ କୋଟି,ପର୍ଯ୍ୟଟନ-୧୯୪ କୋଟି, ଗ୍ରୀନ ମହାନଦୀ ପାଇଁ-୫୧ କୋଟି,ଖଣି ବିଭାଗ ପାଇଁ -୧୨୨ କୋଟି।ବିଧାନସଭା ବଜେଟ ୨୦୧୯-୨୦: ଗୃହ ବିଭାଗ-୫୨୯୮ କୋଟି,ସାଧାରଣ ପ୍ରସାଶନ ଓ ଅଭିଯୋଗ ପାଇଁ-୪୧୧.୭୪ କୋଟି,ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୧୧୩୦.୩୩ କୋଟି,ଆଇନ ବିଭାଗ ପାଇଁ-୪୪୦.୭୮ କୋଟି, ଅର୍ଥ ବିଭାଗ-୨୭୯୪୨,୭୨ କୋଟି ।ବିଧାନସଭା ବଜେଟ ୨୦୧୯-୨୦: ପୂର୍ତ୍ତବିଭାଗ ୪୦୪୯.୨୦, ବାଣିଜ୍ୟ ବିଭାଗ ୯୩.୩୪ କୋଟି, ବିଧାନସଭା ପାଇଁ-୮୦.୧୭କୋଟି,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ-୧୧୩୪.୧୫ କୋଟି,ସ୍କୁଲ ଓ ଗଣଶିକ୍ଷା ୧୬୪୦୦କୋଟି,ଅନୁସୂଚିତ ଜାତି,ଜନଜାତି-୩୬୨୨.୮୪ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ-୬୭୮୨.୮୫ କୋଟି ।
