ବୈପାରିଗୁଡ଼ାରେ ଗୋଷ୍ଠୀ ସଂଘର୍ଷ Posted on 25/04/201925/04/2019 by NTP Bureau Report କୋରାପୁଟ (ଏନଟିପି): କୋରାପୁଟ ବୈପାରିଗୁଡାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ଚେରେକାର ଗୁପ୍ତ ପୂଜାରୀ। ୬ ଜଣଙ୍କୁ ଗିରଫ କରିଛି ବୈପାରିଗୁଡା ପୋଲିସ । ସୂଚନାଯାଗ୍ୟ ଯେ, ଜୟପୁର ବୈପାରୀଗୁଡାର ଚେରେକା ଓ କଙ୍ଗାଗୁଡା ଗାଁର ଦୁଇ ପରିବାର ମଧ୍ୟରେ ପାରିବାରିକ କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଉଗ୍ର ରୂପ ନେଇ ଏହା ପରେ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ଚେରେକାର ଗୁପ୍ତ ପୂଜାରୀ । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ବୈପାରିଗୁଡା ପୋଲିସ । Share on FacebookTweetFollow usSave Post Views: 199
Odisha ପରୀକ୍ଷା ଅଧାରୁ ଆର ପାରିକୁ ଚାଲି ଯାଇଥିଲେ ଶ୍ରୀଧର NTP Bureau Report 08/05/2019 0 ସୋମବାର ସିବିଏସ୍ଇ ପରୀକ୍ଷାର ଫଳ ବାହାରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ବିନାୟକ ଶ୍ରୀଧରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବଡ଼ ହୋଇ ଜଣେ ଅନ୍ତରୀକ୍ଷ ବୈଜ୍ଞାନିକ ହେବାକୁ ଚାହୁଁଥିବା ଶ୍ରୀଧରଙ୍କ […]
Odisha କିଟ ଷ୍ଟାଡିୟମରେ ଡେ..ନାଇଟ ଟି ଟ୍ୱେଣ୍ଟି..କ୍ରିକେଟ ଟୁର୍ଣ୍ଣାମେଣ୍ଟ NTP Bureau Report 06/02/2019 0 ଭୁବନେଶ୍ୱର (ଏନଟିପି): ଭୁବନେଶ୍ୱରର କିଟ ଷ୍ଟାଡିୟମରେ ଆରମ୍ଭ ହୋଇଛି ସର୍ବଭାରତୀୟ କିଟ ପ୍ରିମିୟର ଲିଗ୍ ର ୧୨ ତମ ସଂସ୍କରଣ ଓ ସର୍ବ ଭାରତୀୟ ଡେ …ନାଇଟ.. ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ । କିଟ […]
Odisha Political Tadka ବୁଢ଼ାପଙ୍କ ପଞ୍ଚାୟତ ବିଦ୍ୟାଳୟ ର ଭୂମି ପୂଜନ କଲେ ଉପ-ବାଚସ୍ପତି ରଜନୀକାନ୍ତ ସିଂହ NTP Bureau Report 09/01/2022 0 ଅନୁଗୋଳ(ଏନ ଟି ପି): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୁଢ଼ାପଙ୍କ ଠାରେ ମୋ ସ୍କୁଲ ଅଭିଯାନ ଯୋଜନାରେ ସ୍କୁଲ ଉନ୍ନତିକରଣର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି […]