କଂଗ୍ରେସ ପାଇଁ ପ୍ରଚାର କରି ଅଡୁଆରେ ପହିଲମାନ Posted on 24/04/201924/04/2019 by NTP Bureau Report କଂଗ୍ରେସ ପାଇଁ ପ୍ରଚାର କରି ଅଡ଼ୁଆରେ ପହିଲମାନ ନରସିଂହ ଯାଦବ । ଅପ୍ରେଲ ୨୧ରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ନରସିଂହ କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଅଲମ୍ପିଆନ୍ ନରସିଂହ ଯାଦବଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ନରସିଂହ ଏବେ ମହାରାଷ୍ଟ୍ର ପୁଲିସରେ ଆସିଷ୍ଟାଣ୍ଟ କମିସନର ପଦରେ ନିଯୁକ୍ତ ଥିବା ବେଳେ ପୂର୍ବରୁ ସେ ଅଲମ୍ପିକ୍ରେ ଭାରତକୁ ପ୍ରତିନିଧିତ୍ୱ କରି ସାରିଛନ୍ତି । Share on FacebookTweetFollow usSave Post Views: 206
Odisha ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ ; ପ୍ରଜାମଣ୍ଡଳ ଆନ୍ଦୋଳନଠୁ ଭାଷଣ ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ NTP Bureau Report 16/01/2019 0 ଅନୁଗୁଳ ଜିଲ୍ଲାର ବଅଁରପାଳ ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ରୌପ୍ୟ ଜୟନ୍ତୀ ସମାରୋହ ରେ ଯୋଗ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।୧୯୯୩ରେ ସ୍ଥାପିତ ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା […]
Odisha ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଦାନ କରାଯିବ ଦ କଳିଙ୍ଗ-ଏଫସିସି ପୁରସ୍କାର NTP Bureau Report 20/02/2019 0 ଏନଟିପି(ନୂଆଦିଲ୍ଲୀ): ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ଚଳିତ ବର୍ଷଠାରୁ ପ୍ରଦାନ କରାଯିବ ଦ କଳିଙ୍ଗ-ଏଫସିସି ପୁରସ୍କାର । ଏଫସିସି ଏବଂ କିଟ୍ ଓ କିସ୍ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରିବେ । […]
Business Odisha “Tata Steel Meramandali organises a Voluntary Blood Donation Camp ” Smrutilipi 04/12/2023 0 Dhenkanal, December 4, 2023 : Tata Steel Meramandali (TSM) organised a special voluntary Blood Donation Camp at its Narendrapur plant at Dhenkanal district of Odisha. […]