କଲରାପତରିଆ ବାଘର ମୃତଦେହ ଠାବ

ଏନଟିପି(ପାଳଲହଡା)

କଲରାପତରିଆ ବାଘର ମୃତଦେହ ଠାବ    ଅନୁଗୋଳ ଜିଲ୍ଲା ଖମାର ରେଞ୍ଜ ମାଙ୍କଡ଼ ଚୁଆ ଗ୍ରାମ ନିକଟ ଦେଇ ଯାଇଥିବା ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ପାଖରୁ କଲରା ପତରିଆ ବାଘର ମୃତଦେହ  ଠାବ ।ବାଘଟି ନଦୀ କୂଳରେ ପଡିଥିବାଖବର ଦେଖି ଗ୍ରାମବାସୀ ବନବିଭାଗ କୁ ଜଣାଇଥିଲେ।ଘଟଣା ଅସ୍ତଲକୁ ବନବିଭାଗ ଅଧିକାରୀ ପହଂଚି ତଦନ୍ତ ଚଲାଇଥିବା ବେଳେ ବାଘଟିର କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସବୁଠୁ ବଡ ପ୍ରଶ୍ନବାଚୀ ପାଲଟିଛି।ପୂର୍ବରୁ ସାତକୋଶିଆରେ ମହାବଳ ମହାବୀର ର ମୃତ୍ୟୁ ପରେ ଆଜି କଲରାପତରିଆବାଘର ମୃତ୍ୟୁ ପରିବେଶ ପ୍ରେମୀଙ୍କୁ ନିରାଶ କରିଛି ।

Follow by Email
WhatsApp