ଟ୍ରେନ ଠାରୁ ଶସ୍ତା ହେଲା ବିମାନଯାତ୍ରା, ଗୋ ଏୟାରର କଣ ରହିଛି ବମ୍ପର ଡିସକାଉଣ୍ଟ ଅଫର Posted on 15/03/201915/03/2019 by NTP Bureau Report ନୂଆଦିଲ୍ଲୀ : ଟ୍ରେନ ଠାରୁ ଶସ୍ତା ହେଲା ବିମାନ ଯାତ୍ରା।ଆକ୍ଷରେ ଉଡିବା ଆଉ ମହଙ୍ଗା ନାହିଁ।ଆସନ୍ତୁ ଜାଣିବା ଗୋ ଏୟାର ର କଣ ରହିଛି ଅଫର ।ଗୋ ଏୟାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ଡିସକାଉଣ୍ଟ ଅଫର ଆଣିଛି । ଯେଉଁଥିରେ ଘରୋଇ ଫ୍ଳାଇଟର ଟିକେଟକୁ ମାତ୍ର ୧୧୯୯ ଟଙ୍କାରେ ବୁକ୍ କରିପାରିବେ । ସେହିସମୟରେ ଅନ୍ତରାଷ୍ଟ୍ରୀୟ ଫ୍ଳାଇଟ୍ ପାଇଁ ଟିକେଟର ଆରମ୍ଭ ପ୍ରାୟ ୪୯୯୯ ଟଙ୍କା ରହିଛି । ଗୋ ଏୟାରର ଅଫିସିଆଲ ୱେବସାଇଟରେ ଏହି ଡିସକାଉଣ୍ଟ ସମ୍ବନ୍ଧୀୟ ସବିଶେଷ ବିବରଣୀ ଦିଆଯାଇଛି । ଯଦି ଆପଣ ଏହି ଅଫରର ଫାଇଦା ଉଠାଇବା ପାଇଁ ଆଗ୍ରହୀ ତେବେ ଆଜି ହିଁ ବୁକ୍ କରିବାର ଶେଷ ଦିନ । ଏହା ୧୨ ମାର୍ଚ୍ଚରୁ ଆରମ୍ଭ ହୋଥିବାବେଳେ ଆଜି ଶେଷ ହେବ । ଗୋ ଏୟାର ଏହି ସେଲ ୧୨ ମାର୍ଚ୍ଚ ରୁ ୧୬ ଅକ୍ଟୋବର ୨୦୧୯ ଭିତରେ ଯାତ୍ରା କରିବାର ଅବଧି ରହିଛି । ଏହି ସେଲରେ ସବୁଠାରୁ ଶସ୍ତା ଟିକେଟ ବେଙ୍ଗାଲୁରୁ-ନାଗପୁର ରୁଟରେ ହିଁ ଅଛି ଯାହା ୧୧୯୯ ଟଙ୍କାରେ ଉପଲବ୍ଧ ରହିଛି, ଯାହାର ଯାତ୍ରା ୧ ଏପ୍ରେଲ୍ ରୁ ୧୪ ଏପ୍ରେଲ୍୨୦୧୯ ଭିତରେ କରିପାରିବେ । ବେଙ୍ଗାଲୁରୁ-ଗୋଆ ରୁଟ୍ ର ଯାତ୍ରା ମାତ୍ର ୨୧୯୯ ଟଙ୍କାରେ ମାର୍ଚ୍ଚ ୧୨ ରୁ ୩୧ ମାର୍ଚ୍ଚ ଭିତରେ କରି ପାରିବେ । ୱେବସାଇଟ୍ ଅନୁସାରେ ଅନ୍ତରାଷ୍ଟ୍ରୀୟ ରୁଟ୍ ରେ ବେଙ୍ଗାଲୁରୁ-ମାଲେ ଯାତ୍ରା ପାଇଁ ମାତ୍ର ୪୯୯୯ଟଙ୍କାରେ କରିପାରିବେ ଯାହାର ୧୨ ଅଗଷ୍ଟ ରୁ ୩୧ ଅଗଷ୍ଟ ମଧ୍ୟରେ ଅବଧି କରହିଛି । ମୁମ୍ବାଇ-ମାଲେ ରୁଟ୍ ର ଯାତ୍ରା ମାତ୍ର ୭୨୯୯ ଟଙ୍କାରେ କରିପାରିବେ ଯାହାର ଅବଧି ୮ଜୁଲାଇ ରୁ ୨ ଅଗଷ୍ଟ ପର୍ୟ୍ୟନ୍ତ ରହିଛି । ମୁମ୍ବାଇ-ଫୁକେଟ ରୁଟ୍ ର ଯାତ୍ରା ପାଇଁ ଟିକେଟର ଆରମ୍ଭ ମାତ୍ର ୯୬୬୬ରହିଛି,ଯାହାର ଅବଧି ୮ଜୁଲାଇ ଭିତରେ ରହିଛି । Share on FacebookTweetFollow usSave Post Views: 243
Business Odisha Best Matriculates Felicitated By NALCO CMD Smrutilipi 21/08/2022 0 Angul , 21.08.2022 : (NEWS TIME PRO) National Aluminium Company Limited ( NALCO ) , a Navratna PSU under Ministry of Mines , Government of […]
Business ତାଳଚେର ଥର୍ମାଲ ରେ ଭଳିବଲ ଟୁର୍ଣ୍ଣାମେଣ୍ଟ NTP Bureau Report 15/02/2020 0 ଅନୁଗୋଳ(ଏନଟିପି): NTPC-ତାଳଚେର ଥର୍ମାଲ ଏହାର କର୍ପୋରେଟ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଏକ ଅଂଶ ସ୍ୱରୂପ ତାଳଚେର ଥର୍ମାଲ ଠାରେ ଆଜି ଦ୍ବି ଦିବସୀୟ ଅନ୍ତ ଗ୍ରାମୀଣ ଭଲିବଲ ଟୁର୍ନାମେଣ୍ଟ ର ଶୁଭ ଉଦଘାଟନ କରିଛି. ତାଳଚେର […]
Business 49th National Safety Week Observed in Tata Steel BSL NTP Bureau Report 15/03/2020 0 Dhenkanal(NewsTimePro): Tata Steel BSL observed 49th National Safety Week from 4th to 13th March, 2020 by organizing various activities at its plant located at Narendrapur […]