ଛେଣ୍ଡିପଦାର କୁମ୍ଭାର ସାହିରେ କୁରାଳ ପଞ୍ଚମୀ Posted on 05/12/201905/12/2019 by NTP Bureau Report ଛେଣ୍ଡିପଦା(ଏନଟିପି): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ର କୁମ୍ଭାର ସାହିରେ ୫ ଦିନ ଧରି କୁରାଳ ପଞ୍ଚମୀ ମହାସମାରୋହରେ ପାଳିତ। କୁମ୍ଭାର ମାନଙ୍କର କୌଳିକ ବୃତି ହେଲା ମାଟି ରେ ବିଭିନ୍ନ ପ୍ରକାରର ଜିନିଷ ପ୍ରସ୍ତୁତ କରି ନିଜ ଗୁଜୁରାଣ ମେଣ୍ଟାଇ ଥାଆନ୍ତି।ଆଜି ବି କଳା, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିଛନ୍ତି ଏହି କୁମ୍ଭାର ମାନେ ।କୁରାଳ ପଞ୍ଚମୀ ରେ ରୁଦ୍ରପାଳ ଓ ନାରାୟଣ ଙ୍କୁ ପୂଜା କରିଥାନ୍ତି।ଆବାହମାନ କାଳରୁ ଏହି ପୂଜା ଉତ୍ସବକୁ ପାଳନ କରିଆସୁଥିଲେ ମଧ୍ୟ କିନ୍ତୁ ଆଜକୁ ପ୍ରାୟ ୮ ବର୍ଷ ହେବ ଗୋଟିଏ ଜାଗାରେ ଏକାଠି ଏମାନେ ପୂଜା ଆରାଧନା କରିଥାନ୍ତି ।ଖୋଳ, ତାଳ କୀର୍ତନରେ ଫାଟି ପଡୁଥାଏ ଗାଁ ଦାଣ୍ଡ।ଉତ୍ସବରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଉପସ୍ଥିତ ରହିଥିଲେ। Share on FacebookTweetFollow usSave Post Views: 423
Odisha Business ଅନୁଗୋଳ ଆଲୁମିନିୟମ ପାର୍କ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା – ଧର୍ମେନ୍ଦ୍ର ପ୍ରଧାନ NTP Bureau Report 14/06/2020 0 ନୂଆଦିଲ୍ଲୀ/ଭୁବନେଶ୍ୱର(ଏନଟିପି): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଓଡିଶା ସରକାରର ବରିଷ୍ଠ ଅଧିକାରୀଙ୍କ ସହ ଇଡକୋର ସିଏମଡି, ଇପିକୋଲର ପ୍ରତିନିଧି ମଣ୍ଡଳି ଓ ନାଲକୋର ସିଏମଡିଙ୍କ ସହ ଅନୁଗୁଳ ଆଲୁମିନିୟମ ପାର୍କର କାର୍ଯ୍ୟକୁ […]
Odisha ଅନୁଗୋଳ ଅମଲାପଡ଼ାରେ ଖୋଲିଲା ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର Smrutilipi 11/09/2021 0 ଅନୁଗୋଳ(ଏନ ଟି ପି): ଅନୁଗୁଳ ସହରରେ ଖୋଲିଲା ଏକ ଅତ୍ୟାଧୁନିକ ଅଲ୍ଟ୍ରାସାଉଣ୍ଡ ସେଣ୍ଟର।ଅନୁଗୋଳ ଅମଲାପଡାସ୍ଥିତ ୪ର୍ଥ ଗଳିରେ ଏକ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ଗଣେଶ ପୂଜା ଅବସରରେ ଉଦଘାଟନ ହୋଇଥିବା […]
Odisha ମେଧାବୀ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଅନୁଶିକ୍ଷଣ ଶିବିରକୁ ଜିଲ୍ଲାପାଳ କଲେ ଉଦ୍ଘାଟନ NTP Bureau Report 23/01/2019 0 ଅନୁଗୋଳ (ଏନଟିପି) ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପାଇଁ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚାରି ଦିନିଆ ଆଚିଭର କୋର୍ସ କାଲି ଅନୁଗୁଳ ଉଚ୍ଚ ବିଦ୍ୟାଳୟ […]