ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭୂମିପୂଜନ Posted on 10/02/201910/02/2019 by NTP Bureau Report କିଶୋରନଗର(ଏନଟିପି) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର କିଶୋରନଗର ବ୍ଲକ ରଣିଆକଟା ଠାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ରଣିଆକଟା ଠାରୁ ସଞ୍ଜାମୁରା ପର୍ଯ୍ୟନ୍ତ RD ରାସ୍ତାର ଭୂମିପୂଜନ ଅନୁଷ୍ଟିତ ହୋଇଯାଇଛି।ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଭୂମିପୂଜନ କରିଥିଲେ।ରଣିଆକଟା ଠାରେ ନିର୍ମିତ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ର ଶୁଭ ଉଦ୍ ଘାଟନ ମଧ୍ୟ କରିଛନ୍ତି ବିଧାୟକ ।ବିଧାୟକ ଙ୍କ ସମେତ ବ୍ଲକ ଅଧ୍ୟକ୍ଷ ବବିତା କର୍ଣ୍ଣ, ସ୍ଥାନୀୟ ସରପଞ୍ଚ ଅନିତା ଦାସ ମଧ୍ୟ ଉପସ୍ଥିତ ଥିଲେ। Share on FacebookTweetFollow usSave Post Views: 251
Business Odisha KIIT Polytechnic Among First-Time NBA Accredited Polytechnics Smrutilipi 07/02/2023 0 Bhubaneswar, Feb 7: The National Board of Accreditation has accredited three diploma engineering programmes of KIIT Polytechnic. The accreditation certifies the institutional activities, structure and […]
Odisha ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା NTP Bureau Report 16/04/2019 0 ଭୁବନେଶ୍ୱର (ଏନଟିପି): 💁♂💁♂💁♂ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହଳଶ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଏସଆରସି ବିଷ୍ଣୁପଦ ସେଠୀ । […]
Odisha ଅଲଇଣ୍ଡିଆ ପବିତ୍ରନଗର କପ 2024 ଉଦଘାଟିତ NTP Bureau Report 03/01/2024 0 ଅନୁଗୋଳ(ଏନ ଟି ପି ): ସର୍ବଭାରତୀୟ ପବିତ୍ରନଗର କ୍ରିକେଟ କପ ଉଦଘାଟିତ ||ଅନୁଗୋଳ ଜିଲ୍ଲା ପବିତ୍ରନଗର ଷ୍ଟାଡିୟମ ପଡିଆରେ ସର୍ବ ଭାରତୀୟ ପବିତ୍ର ନଗର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି || ଏହି […]