ବ୍ରାଉନସୁଗାର ବେପାରୀଙ୍କ ଘର ଭାଙ୍ଗିଲା ପ୍ରସାଶନ

ଭୁବନେଶ୍ୱର(ଏନ ଟିପି):

ଖୋର୍ଦ୍ଧାରେ ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଘର ଭାଙ୍ଗିଲା ପ୍ରଶାସନ ଓ ପୋଲିସ । ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଭଙ୍ଗାଗଲା ଘର । ତିନୋଟି କୋଠାକୁ ଭଙ୍ଗା ଯିବାକୁ ଚିହ୍ନଟ, ଗୋଟିଏକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇଲା ପ୍ରଶାସନ l ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ବ୍ରାଉନ ସୁଗାର ବେପାରୀଙ୍କ ଘରକୁ JCB ଲଗାଇ ମାଟିରେ ମିଶାଇଲେ I ଭାଳିଆବାଡି, ଡମସାହି ଓ ଗୁରୁଜଙ୍ଗର ତିନୋଟି ଘର ଭାଙ୍ଗିବା ପାଇଁ ଚିହ୍ନଟ ହୋଇଛି I ଏହି ଅଭିଯୁକ୍ତ ମାନଙ୍କ ନାମରେ ଏକାଧିକ ବ୍ରାଉନ ସୁଗାର୍ କାରବାର ମାମଲା ରହିଛି

Follow by Email
WhatsApp