ନାଲି ଏବଂ ନୀଳ ରଙ୍ଗର ଟ୍ରେନରେ ଫରକ କ’ଣ ରହିଛି । କୋଚ୍ ର ଡିଜାଇନ୍ ଏବଂ ବିଶେଷତା ଦ୍ୱାରା ରଙ୍ଗର ଚୟନ କରାଯାଇଥାଏ କାହିଁକି

ନୀଳ ରଙ୍ଗର ଟ୍ରେନ୍ : ଏଭଳି ଅନେକ ଟ୍ରେନ୍ ରହିଛି ଯାହାର ରଙ୍ଗ ନୀଳ । ଏହାର ଅର୍ଥ ଏହା ହେଉଛି ଆଇସିଏଫ୍ ର କୋଚ୍ । ଆପଣଙ୍କୁ ଏଠାରେ କହିରଖୁଛୁ ଆଇସିଏଫ୍ କୋଚ୍ ସିଏଫ୍ କୋଚ୍ ଠାରୁ ୭୦ ରୁ ୧୪୦ ଘଣ୍ଟା ପ୍ରତି ସ୍ପୀଡରେ ଯାଏ । ଏହା ମେଲ୍ ଏକ୍ସପ୍ରେସ୍ କିମ୍ବା ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଲଗାଯାଇଥାଏ । ଇଣ୍ଟ୍ରିଗଲ୍ କୋଚ୍ ର କମ୍ପାନୀ ତାମିଲନାଡୁରେ ରହିଛି । ଯାହାର ସ୍ଥାପନା ୧୯୫୨ ମସିହାରେ କରାଯାଇଥିଲା । ଏହି କମ୍ପାନୀ ଇଣ୍ଡିୟାନ୍ ଅଏଲ୍ ଅଧିନରେ କାମ କରିଥାଏ ।

ନାଲି ରଙ୍ଗର ଟ୍ରେନ୍ : ଆଇସିଏଫ୍ ର ବାତାନୁକୁଳିନ ଟ୍ରେନ୍ ରେ ନାଲି ରଙ୍ଗ ଦିଆଯାଏ

ସବୁଜ ରଙ୍ଗ : ଗରିବ ରଥ ଟ୍ରେନରେ ସବୁଜ ରଙ୍ଗ ଦିଆଯାଇଥାଏ ।

ମାଟିଆ ରଙ୍ଗ : ମିଟର ଗେଜ୍ ଟ୍ରେନର ରଙ୍ଗ ମାଟିଆ ହୋଇଥାଏ । ଏହାଛଡା କିଛି ରେଲୱେ ଜୋନ୍ ରେ ସ୍ୱୟଂର ରଙ୍ଗକୁ ମଧ୍ୟ ନାମିତ କରିଛନ୍ତି । ଯେଭଳି କେନ୍ଦ୍ରୀୟ ରେଳବାଇର କିଛି ଟ୍ରେନ୍ ଧଳା-ନାଲି ଏବଂ ନୀଳ ରଙ୍ଗକୁ ଫଲୋ କରିଥାନ୍ତି ।

Follow by Email
WhatsApp