ଅକ୍ଷୟତୃତୀୟାରେ ରଥଗଡ଼ାରେ ରଥକାଠ ଅନୁକୂଳ Posted on 26/04/202026/04/2020 by NTP Bureau Report ଢେଙ୍କାନାଳ(ଏନଟିପି): ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ।ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ହୋଇଥିବା ବେଳେ ଢେଙ୍କାନାଳ ରେ ମଧ୍ୟ ରଥକାଠ ସବୁ ପୂଜା କରାଯାଇଛି।ଶ୍ରୀ ଶ୍ରୀ ସିଦ୍ଧ ବଳରାମଙ୍କର ମନ୍ଦିରରୁ ଆଜ୍ଞାମାଳ ନିଆଯାଇ ରଥଗଡା ସ୍ଥିତ ରଥଖଳାରେ ଅଖ ପୂଜା କରାଯାଇଛି।ଏହି ପୂଜାର୍ଚ୍ଚନା ସମୟରେ ପୂଜାପଣ୍ଡା ମଳୟ କର ଙ୍କ ସମେତ ଅନ୍ୟାନ୍ୟ ସେବକ ଓ ଦେବୋତ୍ତର ବିଭାଗର ପ୍ରଦ୍ୟୁମ୍ନ ତ୍ରିପାଠୀ,ରାଧାନାଥ ରଥ ,ବସନ୍ତ ରଥ ଓ ଶମ୍ଭୁନାଥ ମହାପାତ୍ର ଉପସ୍ଥିତ ରହିଥିଲେ। Share on FacebookTweetFollow usSave Post Views: 534
Odisha ଘାଟିରେ ଜଳିଲା ଟ୍ରକ NTP Bureau Report 12/11/2019 0 ପାଳଲହଡା (ଏନଟିପି) ଘାଟି ରେ ଜଳିଗଲା ଟ୍ରକ Iଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଘାଟି ଚଢିବା ସମୟ ରେ ଜଳିଗଲା ଟ୍ରକ ଏମିତି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପIଲଲହଡା ଥାନ ନାଗିରI ଘାଟି ରେ […]
Odisha Business Jindal Steel & Power wins Second Coal Block in Odisha NTP Bureau Report 01/04/2022 0 Bhubaneswar, 01 April:(NewsTimePro) Shri Naveen Jindal led Jindal Steel & Power (JSP) bagged Utkal B1 & B2 Coal block in the Angul-Talcher Coal belt. Added […]
Odisha Business NTPC achieves highest daily gross generation of 977.07 MU NTP Bureau Report 30/07/2020 0 Angul(NewsTimePro): Country’s largest power generation company, NTPC Ltd has achieved the highest daily gross generation of 977.07 Million Unit (MU) on 28th July, 2020. NTPC’s […]