ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୩ ମାସର ଦରମା ଦେଲେ କନ୍ଧମାଳ ସାଂସଦ Posted on 28/03/202028/03/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି): କରୋନା ଭାଇରସ ଏବେ ସାରା ବିଶ୍ୱକୁ ଗ୍ରାସ କରୁଛି।କରୋନା ଭୁତାଣୁରେ ୧୯ ଜଣ ଭାରତ ବର୍ଷରେ ମୃତ୍ୟୁବରଣ କରିଥିବା ବେଳେ ୮୦୦ ଲୋକ ଆକ୍ରାନ୍ତ ଅଛନ୍ତି।ଓଡ଼ିଶାରେ ୩ ଜଣ ଙ୍କ ପଜିଟିଭ ଜଣାପଡିଛି।କରୋନା ଭାଇରସ୍ ବିରୋଧୀ ଲଢ଼େଇରେ ଆଉ ଏକ ଭୂମିକା ନେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଡ. ସାମନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ୩ ମାସର ଦରମା ଦାନ କରିଛନ୍ତି । କରୋନା ବିରୋଧରେ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଗତକାଲି କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ସାମନ୍ତ ୩ ଲକ୍ଷ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଛନ୍ତି। Share on FacebookTweetFollow usSave Post Views: 345
Odisha “Bahuda Yatra” @ NTPC NTP Bureau Report 13/07/2019 0 TALCHER (NEWS TIME PRO): Thousands of people from NTPC Talcher Kaniha township mainly employees ,family members and locals including CISF members took part in the […]
Odisha ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଲା NTP Bureau Report 13/05/2019 0 ଭୁବନେଶ୍ୱର (ଏନଟିପି): ୧୯୯୯ ମହାବାତ୍ୟା ଠୁ ପ୍ରଳୟଙ୍କରୀ ମହାବାତ୍ୟା । ଳୟଙ୍କରୀ ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ପୁରୀରେ ସର୍ବାଧିକ ୩୯ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଖୋର୍ଦ୍ଧାରେ ୯ଜଣ, କଟକରେ […]
Odisha Sports 28 ତମ ଜାତୀୟ ଉସୁ ଚାମ୍ପିୟନ୍ସିପ୍ରେ ଅନୁଗୁଳର ଦିବ୍ୟମୋହନ ପ୍ରଧାନଙ୍କୁ ମିଳିଲା ରୌପ୍ୟ ପଦକ NTP Bureau Report 31/12/2019 0 ଅନୁଗୋଳ(ଏନଟିପି): ଅନୁଗୁଳ : ଗତ 26 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜାମ୍ମୁର ଏମ୍ଏ ଷ୍ଟାଡ଼ିୟମର ନ୍ୟୁ ଇନ୍ଡ଼ୋର ହଲ ଠାରେ ଅନୁଷ୍ଠିତ ହୋଇଥିବା 28 ତମ ସିନିୟର ଜାତୀୟ ଉସୁ ଚାମ୍ପିୟନସିପ୍ 2019 […]