ମୋ ସରକାରରେ ସାମିଲ ହେଲା ୫ ବିଭାଗ Posted on 01/03/202001/03/2020 by NTP Bureau Report ଭୁବନେଶ୍ୱର(ଏନଟିପି) ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ । କ୍ରୀଡ଼ା ଓ ଯୁବ ବ୍ୟାପାର, ସଂସ୍କୃତି ଓ ପର୍ଯ୍ୟଟନ, ସୂଚନା ଏବଂ ଲୋକସମ୍ପର୍କ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ସାମିଲ ହୋଇଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହୋଇଛି ଏହି ପାଞ୍ଚ ବିଭାଗ । ଏତିକିବେଳେ ଉପସ୍ଥିତ ଥିଲେ 5T ସଚିବ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ସଚିବ । Share on FacebookTweetFollow usSave Post Views: 322
Odisha 17 ରେ ନରସିଂହପୁର ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା! NTP Bureau Report 13/04/2019 0 ନରସିଂହପୁର(ଏନଟିପି) ଆସନ୍ତା 17 ତାରିଖରେ ନରସିଂହପୁର ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା! ଯଦିଓ ବିଜେପି ପକ୍ଷରୁ ଏନେଇ ବିଜେପି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ ମାତ୍ର ଅମିତ୍ ଶାହ […]
Odisha ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ଗିରଫ * NTP Bureau Report 17/02/2020 0 ➡️ବନ୍ତ(ଏନ.ଟି.ପି)- ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଏକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ […]
Odisha ଲକଡାଉନ ନ ମାନି ୪ ଗିରଫ NTP Bureau Report 30/03/2020 0 କନ୍ଧମାଳ(ଏନ ଟି ପି): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ାକଡ଼ି […]