ମହଙ୍ଗା ପଡିଲା ମହିଳାଙ୍କୁ ଅସାଦାଚରଣ Posted on 05/01/202005/01/2020 by NTP Bureau Report ଅନୁଗୋଳ(ଏନଟିପି): ମହଙ୍ଗା ପଡିଲା ମହିଳାଙ୍କୁ ଅସାଦାଚରଣ।ଏମିତି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବସ ଷ୍ଟାଣ୍ଡ ରେ।ଅନୁଗୋଳ ରୁ ଆଠମଲ୍ଲିକ ଯାଉଥିବା ଶ୍ରୀରାମ ନାମକ ବସର କଣ୍ଡକ୍ଟର ଚଳନ୍ତା ବସ ରେ ମହିଳାଙ୍କୁ ଅସାଦାଚରଣ କରିଥିଲେ।ଯାହାଫଳରେ ମହିଳାଜଣକ ବସ ଷ୍ଟାଣ୍ଡ ରେ ବସ ପହଂଚିବା ପରେ ।ମହିଳା ଜଣକ ସମ୍ପୃକ୍ତ କଣ୍ଡକ୍ଟର କୁ ବସ ଉଠ କରାଇଥିଲେ।ଏବେ ବି ମହିଳା ମାନେ ଅସୁରକ୍ଷିତ।ବସ ରେ ଯାତ୍ରା କରୁଥିବା ମହିଳା ଯାତ୍ରୀ କେତେ ସୁରକ୍ଷିତ।ମହିଳାଙ୍କ ସୁରକ୍ଷା ଦିଗରେ ସରକାର ଆଇନ ଆଇନ କହି ଡିଣ୍ଡିମ ପିଟୁଥିବା ବେଳେ କାହିଁକି ଓଡ଼ିଶାରେ ମହିଳାଙ୍କ ଅସାଦାଚରଣ ଘଟଣା କମୁନି।ଏହା ପଛର କାରଣ କଣ ?ଏଥିପାଇଁ ଦାୟ କିଏ ? Share on FacebookTweetFollow usSave Post Views: 413
Odisha ନିର୍ବାଚନ ସୁପରିଚାଳନା ନେଇ ଜିଲ୍ଲାପ୍ରସାଶନର ବୈଠକ NTP Bureau Report 28/02/2019 0 ଅନୁଗୋଳ (ଏନଟିପି): ଅନୁଗୁଳ ଜିଲ୍ଲାରେ ଆସନ୍ତା ନିର୍ବାଚନ କୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ସହ ଏହାର ସୁପରିଚାଳନା ସମ୍ପର୍କରେ ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧି କୁ ନେଇ ଏକ ବୈଠକ ରାଜନୈତିକ […]
Odisha The Kiss Foundation took charge of the Six helpless brothers and sisters NTP Bureau Report 19/05/2021 0 Angul(NewsTimePro): The Kiss Foundation took charge of the helpless brothers and sistersMother Subini has been supporting her family with her Six children since the death […]
Odisha ଭାରସାମ୍ୟ ହରାଇ ଗଛକୁ ପିଟିଲା ମିନି କଣ୍ଟେନର : ଡ୍ରାଇଭର ଗୁରୁତର NTP Bureau Report 06/05/2020 0 କନ୍ଧମାଳ, ୬/୬.(ଏନଟିପି)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର କୁର୍ତ୍ତମଗଡ଼ ପନ୍ଦରମାଇଲ୍ ନିକଟରେ ମିନି କଣ୍ଟେନର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ବ୍ରହ୍ମପୁର ରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ […]