‘ଦି କ୍ରିକେଟସ ‘କାଫେ ଉଦ୍ ଘାଟିତ Posted on 21/12/201921/12/2019 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ର ଗାନ୍ଧୀ ମାର୍ଗ ଠାରେ ଏକ ମଲ୍ଟି କୁଇଜିନ ତଥା ସମ୍ପୂର୍ଣ୍ଣ ଭେଜ ରେଷ୍ଟୁରାଣ୍ଟ ଏବଂ ଦି କ୍ରିକେଟସ କାଫେ ଉଦ୍ ଘାଟିତ ହୋଇଯାଇଛି।୨୦୦୦ ବର୍ଗଫୁଟ ବିଶିଷ୍ଠ ଉତ୍ତମ ରେଷ୍ଟୁରାଣ୍ଟ ଯାହା ଉତ୍ତମ ସ୍ୱାସ୍ଥ୍ୟ ତଥା ସ୍ଵଚ୍ଛ ଓ ଶୁଦ୍ଧ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଥାଏ।ଏଠାରେ ସାଉଥ ଇଣ୍ଡିଆନ ଖାଦ୍ୟର ଭେରାଇଟି ମିଳି ପାରିବ।ଏହା ବ୍ୟତୀତ କଫି ଓ ବିଭିନ୍ନପ୍ରକାର ସୁସ୍ୱାଦୁ ଖାଦ୍ୟ ମଧ୍ୟ ଉପଲବ୍ଧ ହେବ।ଏଠାରେ ଗ୍ରାହକ ମାନେ ନିଜର ଚାହିଦା ଅନୁସାରେ ଏବଂ ଗ୍ରାହକଙ୍କୁ ସୁହାଇବା ପରି ଦରରେ ଖାଦ୍ୟ ମିଳିପାରିବ।ଏହି ଅବସରରେ ରେଷ୍ଟୁରାଣ୍ଟ ର ଓନର ରାଜ ଜୁମାର ଅଗ୍ରୱାଲା ,ଦୀପକ ଅଗ୍ରୱାଲା ,ଅଙ୍କିତ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ଥିଲେ। Share on FacebookTweetFollow usSave Post Views: 333
Business CORPORATE INTERVIEW ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଟିଏମଆଇଏଲ ପକ୍ଷରୁ ଆଦିବାସୀ ମହିଳାଙ୍କୁ ଉନ୍ନତ ରୋଷେଇ ଚୁଲ୍ଲା ବଣ୍ଟନ NTP Bureau Report 16/03/2025 0 ମାର୍ଚ୍ଚ ୧୬, ୨୦୨୫,କଳିଙ୍ଗନଗର: ଯାଜପୁର ଜିଲ୍ଲା ଦାନଗଦୀ ଓ ସୁକିନ୍ଦା ବ୍ଲକର ଆଦିବାସୀ ପରିବାରର ୧୦୦ ଜଣ ମହିଳାଙ୍କୁ ଉନ୍ନତ ରୋଷେଇ ଚୁଲ୍ଲା ପ୍ରଦାନ କରାଯାଇଛି। ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଏବଂ ଟିଏମ […]
NATIONAL Business MAGNUS CARLSEN WINS TATA STEEL CHESS INDIA – RAPID & BLITZ 2019 NTP Bureau Report 27/11/2019 0 News Time Pro(Bureau): Magnus Carlsen scored an impressive 27 /36 to win $37,500 and a glittering trophy. Carlsen’s showing is also a Grand Chess Tour […]
Business “ଉଜ୍ଜ୍ୱଳା ସାନିଟାରି ନାପ୍କିନ୍”ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NTP Bureau Report 29/12/2018 0 NTP(ଭୁବନେଶ୍ୱର): ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରୟାସ ଅନୁସାରେ ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ସାରା ରାଜ୍ୟରେ ଜନ ସେବା କେନ୍ଦ୍ରମାନଙ୍କରେ ଉଜ୍ଜ୍ୱଳା ସାନିଟାରି ନାପ୍କିନ୍ […]