ଛେଣ୍ଡିପଦାରେ ଛୁରାମାଡ ଜଣେ ଗୁରୁତର Posted on 11/10/201911/10/2019 by NTP Bureau Report ଅନୁଗୋଳ(ଏନଟିପି) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ଘଟିଛି ଏକ ଅଭାବନୀୟ ଘଟଣା।ଭିଣୋଇ ଛୁରା ମାଡରେ ଶଳା ଗୁରୁତର। ଛୁରା ମାଡ଼ରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ହାଟପଦାରେ ରହୁଥିବା ଯାଯାବର ବସ୍ତିରେ ସାମାନ୍ୟ ବଚସାକୁ ନେଇ ଭିଣୋଇର ଛୁରା ମାଡରେ ଶଳା ଗୁରୁତର । ନରି ମାଝୀର ଛୁରାମାଡ଼ରେ ଶଳା ଭିକୁ ମାଝୀ ଗୁରୁତର । ଖବର ନେବାରେ ଜଣାପଡିଛି ଯେ ସମ୍ବଲପୁର ଗୁଡଭଙ୍ଗା ଅଂଚଳରୁ ଆସି ବୁଲି ବୁଲି ମହୁ ବିକ୍ରି କରି ଚଳୁଥିବା ଭିକୁ ମାଝି ଓ ତାର ସ୍ତ୍ରୀ ସୁନିଆ ମାଝି ମଧ୍ୟରେ କିଛି କଥାକୁ ନେଇ ପାରିବାରିକ ଝଗଡା ହୋଇଥିଲା ଏହି ଝଗଡାକୁ ସମାଧାନ କରିବାକୁ ସୁନିଆ ମାଝିର ଭାଇ ଭିକୁ ମାଝି ଓ ସଂମ୍ପର୍କୟ ଭିଣୋଇ ଅନୁଗୋଳରୁ ଛେଣ୍ତିପଦା ଆସିଥିଲେ କିନ୍ତୁ ସମାଧାନ ବଦଳରେ ଝଗଡା ବଢି ଜାଇ ଥିଲା ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଫଳରେ ନରୀ ମାଝି ଛକ ଉପରେ ଏକ ଧାରୁଆ ଛୁରିରେ ଭିକୁ ମାଝିକୁ ଆକ୍ରମଣ କରିଥିଲା ଫଳରେ ଭିକୁ ମାଝି ରକ୍ତ ଜୁଡବୁଡୁ ହୋଇ ତଳେ ପଡିଜାଇ ଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିବା ପାଇଁ ଭର୍ତି କରାଯିବାପରେ ଅବସ୍ଥା ସାଙ୍ଘାତିକ ହେବାକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।ପୋଲିସ ଛାନ ଭିନ ତଦନ୍ତ କରି ଅଭିଯୁକ୍ତ ନରୀ ମାଝିକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା ଚଳାଇଛି। Share on FacebookTweetFollow usSave Post Views: 315
Odisha ନବୀନ ଜିନ୍ଦଲଙ୍କ ମାନବୀୟ ପଦକ୍ଷେପ: ସୀମାବର୍ତ୍ତୀ ଗ୍ରାମର ପୁନର୍ବାସ ପାଇଁ ଗୋଟିଏ ଦିନର ବେତନ ଦେବେ ୨୦ ହଜାରରୁ ଅଧିକ ଜିନ୍ଦଲ ଷ୍ଟିଲ କର୍ମଚାରୀ NTP Bureau Report 20/05/2025 0 ନୂଆଦିଲ୍ଲୀ, ୨୦/ ୫/୨୫ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଅପରେସନ ସିନ୍ଦୁରର ଐତିହାସିକ ସଫଳତା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଜମ୍ମୁ ଓ କଶ୍ମୀରର ସୀମାବର୍ତ୍ତୀ ସାଧାରଣ ଜନତା ଘୋର […]
Odisha ଶତବାର୍ଷିକୀ ସମାରୋହ : ଓଡିଶାକୁ ବିଶ୍ୱର ଆଗୁଆ ଅଂଚଳ କରିବା ସଂଘର୍ଷର ନେତୃତ୍ୱ ନେଉ ‘ସମାଜ’ – ଧର୍ମେନ୍ଦ୍ର ପ୍ରଧାନ NTP Bureau Report 06/10/2019 0 *ପଣ୍ଡିତ ଗୋପବନ୍ଧୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଲଢେଇ ପାଇଁ ସମାଜକୁ ଆୟୁଧ କରିଥିଲେ*ଓଡିଶା ପୃଥିବୀର ଏକ ସମୃଦ୍ଧଶାଳୀ ଅଂଚଳ ହେଲେ ଏହା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିହେବ ଉଚିତ୍ ଶ୍ରଦ୍ଧାଞ୍ଜଳି କଟକ (ଏନ ଟି […]
Odisha ଛେଣ୍ଡିପଦାର କୁମ୍ଭାର ସାହିରେ କୁରାଳ ପଞ୍ଚମୀ NTP Bureau Report 05/12/2019 0 ଛେଣ୍ଡିପଦା(ଏନଟିପି): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ର କୁମ୍ଭାର ସାହିରେ ୫ ଦିନ ଧରି କୁରାଳ ପଞ୍ଚମୀ ମହାସମାରୋହରେ ପାଳିତ। କୁମ୍ଭାର ମାନଙ୍କର କୌଳିକ ବୃତି ହେଲା ମାଟି ରେ ବିଭିନ୍ନ ପ୍ରକାରର ଜିନିଷ ପ୍ରସ୍ତୁତ […]