ଅଜଣା ଗାଡି ଧକାରେ ଜଣେ ମୃତ,ଜଣେ ଗୁରୁତର Posted on 02/08/201902/08/2019 by NTP Bureau Report ତାଳଚେର(ଏନଟିପି): ତାଳଚେର ଚାଇଁପାଳ ଓଭରବ୍ରିଜ ଉପରେ ଏକ ଅଜଣା ଗାଡି ଧକ୍କା ରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି ।ଗୁରୁତର ଜଣକ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ । ଖବର ରୁ ପ୍ରକାଶ ମୃତକ ନିଜ ବନ୍ଧୁଙ୍କ ଘରକୁ ଆସିଥିଲେ ଆଜି ଟ୍ରେନ ରେ ଭୁବନେଶ୍ବର ଯିବା ପାଇଁ ବନ୍ଧୁ ଏକ ସ୍କୁଟର ରେ ଥର୍ମାଲ ଷ୍ଟେସନ କୁ ଛାଡିବାକୁ ଆସୁଥିବାବେଳେ ଦୁର୍ଘଟଣା ହୋଇଥିଲା ।ମୃତକ ସରାଙ୍ଗ କଲେଜ ର ଛାତ୍ରୀ ଓ ତାଙ୍କ ଘର ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡିଛି ।ଦୁର୍ଘଟଣା ସ୍ଥଳରେ ରାସ୍ତା ଅବରୋଧ ଓ ଉତ୍ତେଜନା ଦେଖାଦେଇଛି । Share on FacebookTweetFollow usSave Post Views: 241
Business Odisha Best Matriculates Felicitated By NALCO CMD Smrutilipi 21/08/2022 0 Angul , 21.08.2022 : (NEWS TIME PRO) National Aluminium Company Limited ( NALCO ) , a Navratna PSU under Ministry of Mines , Government of […]
Odisha ଅନୁଗୁଳ ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ, ୩ ମୃତ୍ୟୁ: ୫୨୫ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା ,୭ ରେ ପହଁଚିଲା ମୃତ୍ୟୁ ସଂଖ୍ୟା NTP Bureau Report 16/08/2020 0 ଅନୁଗୋଳ (ଏନ ଟିପି) ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଜଣ ପଜିଟିଭ ଚିହ୍ନଟ, ୩ ମୃତ୍ୟୁ: ପଜିଟିିଭ ସଂଖ୍ୟା ପହଁଚିଲା ୫୨୫ ରେ,ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୭ ଅନୁଗୁଳ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ଼ […]
Odisha The Kiss Foundation took charge of the Six helpless brothers and sisters NTP Bureau Report 19/05/2021 0 Angul(NewsTimePro): The Kiss Foundation took charge of the helpless brothers and sistersMother Subini has been supporting her family with her Six children since the death […]