ମୁଖ୍ୟମନ୍ତ୍ରୀଙ୍କ 5-T ସମୀକ୍ଷା,କାର୍ଯ୍ୟକାରିତାକୁ ବୈଠକ Posted on 29/07/201929/07/2019 by NTP Bureau Report ଭୁବନେଶ୍ୱର (ଏନ ଟି ପି): ଗତ ଶନିବାର ଦିନ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସମସ୍ତ ସରକାରୀ ଅଫିସ୍ ଛୁଟି ଥିଲା । ସରକାରଙ୍କ ଘୋଷଣା ପରେ ଗତ ଚତୁର୍ଥ ଶନିବାରରେ ପ୍ରଥମ ଥର ଅଫିସ୍ ଛୁଟି ହୋଇଥିଲା । ଏହି ଦିନ ମୁଖ୍ୟମନ୍ତ୍ରୀଙ୍କ 5-ଟି କିପିରି କାର୍ଯ୍ୟକରୀ ହେଉଛି ତାର ସମୀକ୍ଷା କରାଯିବ । ବିଭିନ୍ନ ବିଭାଗ ପକ୍ଷରୁ 5-ଟି କାର୍ଯ୍ୟକାରିତା ନେଇ ବୈଠକ ହୋଇଥିଲା । ଫାଇନାନ୍ସ ସେକ୍ରେଟାରୀ ଅଶୋକ ମୀନା, ଆଇ ଆଣ୍ଡ ପିଆର ସେକ୍ରେଟାରୀ ସଞ୍ଜୟ ସିଂହ, ଆଗ୍ରୀକଲଚର କମିଶନର ଜି.କେ ଧଳ, ଆଗ୍ରୀକଲଚର ସେକ୍ରେଟାରୀ ସୌରଭ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଏସିଏସ୍ ରାଜେଶ ବର୍ମା 5-ଟି ନେଇ ବୈଠକ କରିଛନ୍ତି । ପୋଲିସ ଡିଜି ଡାକ୍ତର ରଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ବୈଠକ କରିଥିଲେ ।… ସରକାରଙ୍କ ଘୋଷଣା ଅନୁସାରେ ସରକାରୀ ଅଫିସ୍ ଦିନ ୧୦ଟାରୁ ଅପରାହ୍ଣ ୫ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ଦିନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଲଞ୍ଚ ବ୍ରେକ୍ ରହିବ । ଚତୁର୍ଥ ଶନିବାରର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ 5-ଟି କିପିରି କାର୍ଯ୍ୟକରୀ ହେଉଛି ତାର ସମୀକ୍ଷା କରାଯିବ Share on FacebookTweetFollow usSave Post Views: 328
Business Odisha Best Matriculates Felicitated By NALCO CMD Smrutilipi 21/08/2022 0 Angul , 21.08.2022 : (NEWS TIME PRO) National Aluminium Company Limited ( NALCO ) , a Navratna PSU under Ministry of Mines , Government of […]
Odisha ସୁସ୍ଥ ହେଲା ପରେ ବି ପୁଣି ଫେରୁଛି କରୋନା NTP Bureau Report 18/04/2020 0 ଏନଟିପି (ବ୍ୟୁରୋ): ଜଣେ କରୋନା ରୋଗୀଙ୍କଠାରୁ ସୁସ୍ଥ ହେବା ପରେ,ସେହି କରୋନା ସହିତ ପୁନର୍ବାର ସଂକ୍ରମିତ ହେବାର ମାମଲା ପ୍ରଥମେ ସେହି ଚାଇନାରେ ଦେଖାଦେଇଥିଲା ଯେଉଁଠାରୁ ଏହି ରୋଗ ଆରମ୍ଭ ହୋଇଥିଲା । ଚୀନ୍ […]
Odisha କରୋନା ମୁକାବିଲା ପାଇଁ ରାଜ୍ୟସରକାର ନେଉଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ :ଧର୍ମେନ୍ଦ୍ର ପ୍ରଧାନ NTP Bureau Report 18/07/2020 0 ଭୁବନେଶ୍ୱର(ଏନ ଟି ପି : ରାଜ୍ୟବାସୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ରାଜ୍ୟ ସରକାର କରୋନା ମୁକାବିଲାପାଇଁ ନେଉଥବା ପ୍ରତ୍ୟେକ ପଦେକ୍ଷପ ସ୍ବାଗତ ଯୋଗ୍ୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି […]