ନୟାଗଡ଼ (ଏନଟିପି)
ସ୍ୱାମୀ ସ୍ତ୍ରୀ ରହିଥାଏ ପବିତ୍ର ଓ ମଧୁର ସମ୍ପର୍କ।ସ୍ୱାମୀ ସ୍ତ୍ରୀ ର ହାତଧରି ଜନ୍ମ ଜନ୍ମାନ୍ତରର ସାଥି ହେବାକୁ ନେଇଥାଏ ୱାଦା।ଯେତେବବଳେ ସ୍ୱାମୀ ସ୍ତ୍ରୀ ସହ ବିତାଇଥିବା ଅନ୍ତରଙ୍ଗ ମୂହୂର୍ତ୍ତର ଭିଡ଼ିଓ ଓ ଫଟୋକୁ ସୋସିଆଲ୍ ମିଡ଼ିଆରେ ଅପଲୋଡ଼୍ କରିବାକୁ ନେଇ ସ୍ତ୍ରୀ ଆପତ୍ତି ଉଠାଇଛନ୍ତି । ଏହା ସେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ମଧ୍ୟ କରିଛନ୍ତି । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରେ ।
