।ଅନୁଗୁଳ JSPL ପରିସରରେ ସୁରକ୍ଷ୍ୟା ଶପଥ ଉତ୍ସବ ।ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ କାରଖାନାରେ ମାସିକ ସୁରକ୍ଷ୍ୟା ଶପଥ ଉତ୍ସବ ଫାକ୍ଟ୍ରିଜ ବଏଲର୍ସ ର ଉପନିର୍ଦେଶକ ରମେଶ ବେହେରା ଉପସ୍ଥିତ ରହି କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ଶହ ଶହ କର୍ମଚାରୀ ଙ୍କୁ ଅନୁଗୁଳ jspl unit ର ମୁଖ୍ୟ ଅତୁଲ ମିଶ୍ର ସୁରକ୍ଷ୍ୟା ଶପଥ ପାଠ କରାଇବା ସହ ପ୍ଲାଣ୍ଟ କୁ ଦୁର୍ଘଟଣା ଶୂନ୍ୟ କରିବା ନିମନ୍ତେ ଦୋହରାଇବା ସହ କିଭଳି ଗତମାସ ରେ ୪ mtpa କ୍ଷମତା ସମ୍ପର୍ଣ୍ଣ ବ୍ଲାଷ୍ଟ ଫରନେସ ରେ କୌଣସି ଦୁର୍ଘଟଣା ନଘଟି ଉତ୍ପାଦନ କରାଯାଇଥିଲା ସେ ଉପରେ ମଧ୍ୟ ପ୍ରକାଶ କରାଯିବା ସହ ସମସ୍ତ କର୍ମଚାରୀ ଶପଥ ନେଇ କିଭଳି ନିଜକୁ ନିଜେ ସୁରକ୍ଷ୍ୟା ନେଇ କାମ କରିବା କଥା କୁହାଯାଇଥିଲା।କର୍ମଚାରୀ ସୁରକ୍ଷିତ ରହିଲେ କମ୍ପାନୀ ସୁରକ୍ଷିତ ବୋଲି କହିଥିଲେ କମ୍ପାନୀ ପ୍ରକଳ୍ପ ନିର୍ଦେଶକ। ଜିନ୍ଦଲ ସବୁବେଳେ କର୍ମଚାରୀ ଙ୍କ ସୁରକ୍ଷ୍ୟା ଉପରେ ପ୍ରଥମ ପ୍ରାଥମିକତା ଦେଇ ଆସିଛି
Related Posts

Van Mahotsav Celebrated @NTPC
- NTP Bureau Report
- 08/07/2019
- 0
Angul (NTP) : Van Mahotsav’ was celebrated at NTPC Talcher Kaniha on Saturday. On this occasion Ramesh Babu V ,Chief General Manager in his address […]

KIIT Polytechnic Among First-Time NBA Accredited Polytechnics
- Smrutilipi
- 07/02/2023
- 0
Bhubaneswar, Feb 7: The National Board of Accreditation has accredited three diploma engineering programmes of KIIT Polytechnic. The accreditation certifies the institutional activities, structure and […]

Delight Shoppers Declared FashionZ 19 Odisha Supermodel
- NTP Bureau Report
- 15/03/2019
- 0
BHUBANESWAR (NEWS TIME PRO): Youfunky In-Store Which is an unit of Delight shoppers Private limited has formally declared FashionZ 19 Odisha Supermodel at a Press […]