ମହିଳା ସାମ୍ବାଦିକା ଙ୍କ ଉପରକୁ ଗୁଳିମାଡ଼ କଲେ ଦୁର୍ବୁର୍ତ Posted on 23/06/201923/06/2019 by NTP Bureau Report ସାମ୍ବାଦିକଙ୍କ ଉପରେ ଦିନକୁ ଦିନ ବଢିଚାଲିଛି ଆକ୍ରମଣ। ଦିଲ୍ଲୀରେ ଜଣେ ମହିଳା ସାମ୍ବାଦିକା ମିତାଲି ଚଣ୍ଡୋଲଙ୍କ ଉପରକୁ ମୁଖା ପିନ୍ଧା ଦୁର୍ବୃତ୍ତମାନେ ଗୁଳି ଚାଳନା କରିଥିଲେ । ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଦୁର୍ବୃତ୍ତମାନେ ମିତାଲି ଚଣ୍ଡୋଲ ଆସୁଥିବା ହ୍ୟୁଣ୍ଡାଇ i20 କାରରେ ଉପରକୁ ଗୁଳିମାଡ଼ କରିଥିଲେ । ପରେ ଦୁର୍ବୃତ୍ତମାନେ ପୁଣି ଗାଡ଼ି ଉପରକୁ ଅଣ୍ଡା ମଧ୍ୟ ମାଡ଼ କରିଥିଲେ । ଗୁଳିମାଡ଼ରେ ମହିଳା ସାମ୍ବାଦିକଙ୍କ ହାତରେ ଗୁଳି ଲାଗିଥିଲା । ତାଙ୍କୁ ନିକଟସ୍ଥ ଧର୍ମଶୀଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥଥିବାର ଜଣାପଡ଼ିଛି । ସାମ୍ବାଦିକା ମିତାଲିଙ୍କ କହିବାନୁଯାୟୀ, ସେ ନିଜ କାରରେ ଆସିବା ସମୟରେ ଏକ ମାରୁତି କାର ତାଙ୍କ କାରକୁ ଓଭର ଟେକ୍ କରିଥିଲା ।ପାରିବାରିକ ବିବାଦ ଯୋଗୁଁ ତାଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି Share on FacebookTweetFollow usSave Post Views: 350
NATIONAL ମୋଦି ସରକାର କଣ ନେଲେ ନିଷ୍ପତି କେଉଁ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମୋହର NTP Bureau Report 31/05/2019 0 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ ପରେ ମୋଦି ସରକାରର ପ୍ରଥମ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଛାତ୍ରବୃତ୍ତି ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ ଡିଫେନସ […]
NATIONAL ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ହେଲେ ପ୍ରାଣ ହରାଇବେ ୧୨ କୋଟି ୫୦ଲକ୍ଷ !! Smrutilipi 04/10/2019 0 ବ୍ୟୁରୋ (ଏନଟିପି): କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଲାଗି ରହିଛି ବୋଲି ସୂଚନା ମିଳିଛି । ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ହେଲେ ପ୍ରାଣ ହରାଇବେ ୧୨ କୋଟି ୫୦ଲକ୍ଷ ହେଲେ […]
NATIONAL କେଉଁ ଗାଁ ଗୁଡିକର ରହିଛି ସ୍ୱତନ୍ତ୍ର ପରିଚୟ ଜାଣନ୍ତୁ.. NTP Bureau Report 12/01/2019 0 ଏନ ଟି ପି :(ବ୍ୟୁରୋ) ଭାରତରେ ଅନେକ ଏପରି ଗାଁ ଅଛିି, ଯାହାର ରହିଛି ନିଜର ସ୍ୱତନ୍ତ୍ର ପରିଚୟ । କେଉଁ ଗାଁ ସବୁଠାରୁ ଅଧିକ ହାଇଟେକ୍ ତ କେଉଁ ଗାଁ ସ୍ୱଚ୍ଛ ଆଉ […]