ଜାଣନ୍ତୁ ବିଜେଡିର କିଏ କିଏ ୧୯ ମିଶନର ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର :(ଏନ ଟି ପି):

ଜାଣନ୍ତୁ ବିଜେଡିର କିଏ କିଏ ୧୯ ମିଶନର ବିଧାୟକ ପ୍ରାର୍ଥୀ।ବିଜେଡି ଆଜି ସୁଦ୍ଧା ୧୪୭ ବିଧାନସଭା ଆସନ ମଧ୍ୟରୁ ୧୪୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କେବଳ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଏବଂ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏ ଦୁଇଟି ଆସନ ପାଇଁ ଦଳ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ରହିଛି । କେନ୍ଦ୍ରାପଡାର ବିଧାୟକ କିଶୋର ତରାଇ ଏବଂ ବାରିପଦାର ବିଧାୟକ ତଥା ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ଉପରେ ଦଳ ଭରସା କରିପାରୁ ନାହିଁ । ତେବେ ଅତିଶୀଘ୍ର ଏ ଦୁଇ ଆସନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରବ । ଆଜି ମୁଖ୍ୟମନ୍ତ୍ରୀ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ରହିଛନ୍ତି । ସଂଧ୍ୟାରେ ଏ ଦୁଇ ଆସନ ସମ୍ପର୍କରେ ଆଲୋଚନା ହେବାପରେ ପ୍ରାର୍ଥୀ ଘୋଷଣା ହୋଇପାରେ । ତେବେ ଆସନ୍ତୁ ନଜର ପକାଇବା ୧୪୫ ଆସନରେ କିଏ କେଉଁଠାରୁ ହୋଇଛନ୍ତି ପ୍ରାର୍ଥୀ …

ବରଗଡ ପଦ୍ମପୁର ବିଜୟ ରଞ୍ଜନ ସିଂବରିହା
ବିଜେପୁର ନବୀନ ପଟ୍ଟନାୟକ
ବରଗଡ ଦେବେଶ ଆଚାର୍ଯ୍ୟ
ଅତାବିରା ସ୍ନେହାଙ୍ଗିନୀ ଛୁରିଆ
ଭଟଲି ସୁଶାନ୍ତ ସିଂହ
ବ୍ରଜରାଜନଗର କିଶୋର ମହାନ୍ତି
ଝାରସୁଗୁଡା ନବ କିଶୋର ଦାସ
ସୁନ୍ଦରଗଡ ତଳସରା ଷ୍ଟିଫେନ ସୋରେନ
ସୁନ୍ଦରଗଡ ଯୋଗେଶ କୁମାର ସିଂ
ବୀରମିତ୍ରପୁର ମାଖଲୁ ଏକ୍କା
ରଘୁନାଥପାଲୀ ସୁବ୍ରତ ତରାଇ
ରାଉରକେଲା ସାରଦା ପ୍ରସାଦ ନାୟକ
ରାଜଗାଙ୍ଗପୁର ମଙ୍ଗଳା କିଶାନ
ବଣାଇ ରଞ୍ଜିତ କିଶାନ
ସମ୍ବଲପୁର କୁଚିଣ୍ଡା କିଶୋର ଚନ୍ଦ୍ର ନାୟକ
ରେଙ୍ଗାଲୀ ରିନା ତନ୍ତୀ
ସମ୍ବଲପୁର ରାସେଶ୍ବରୀ ପାଣିଗ୍ରାହୀ
ରେଢାଖୋଲ ରୋହିତ ପୂଜାରୀ
ଦେବଗଡ ରୋମାଞ୍ଚ ରଞ୍ଜନ ବିଶ୍ବାଳ
ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା
ଆଠମଲ୍ଲିକ ରମେଶ ଚନ୍ଦ୍ର ସାଇ
କେନ୍ଦୁଝର ତେଲକୋଇ ପ୍ରେମାନନ୍ଦ ନାୟକ
ଘଷିପୁରା ବଦ୍ରି ନାରାୟଣ ପାତ୍ର
ଆନନ୍ଦପୁର ଆଲୋକ ସେଠୀ
ପାଟଣା ଜଗନ୍ନାଥ ନାଏକ
କେନ୍ଦୁଝର ମାଧମ ସର୍ଦ୍ଦାର
ଚମ୍ପୁଆ ମିନାକ୍ଷୀ ମହନ୍ତ
କରଞ୍ଜିଆ ବାସନ୍ତୀ ହେମ୍ବ୍ରମ
ମୟୁରଭଞ୍ଜ ଯଶୀପୁର ଗୋଲେଖ ବିହାରୀ ନାୟକ
ସାରସକଣା ଅମର ସିଂ ଟୁଡୁ
ରାଇରଙ୍ଗପୁର ବାସନ୍ତୀ ମାରାଣ୍ଡି
ବାଙ୍ଗିରପୋଶୀ ସୁଦାମ ମାରାଣ୍ଡି
ଉଦଳା ଶ୍ରୀନାଥ ସୋରେନ
ବାରିପଦା
ମୋରଡା ରାଜକିଶୋର ଦାସ
ବାଲେଶ୍ବର ବଡସାହି ବୃନ୍ଦାବନ ଦାସ
ଜଳେଶ୍ବର ଅଶ୍ବିନୀ କୁମାର ପାତ୍ର
ଭୋଗରାଇ ଅନନ୍ତ ଦାସ
ବସ୍ତା ନିତ୍ୟାନନ୍ଦ ସାହୁ
ବାଲେଶ୍ବର ଜୀବନ ପ୍ରଦୀପ ଦାଶ
ରେମୁଣା ସୁଧାଂଶୁ ଶେଖର ପରିଡା
ନୀଳଗିରି ସନ୍ତୋଷ ଖଟୁଆ
ଭଦ୍ରକ ସୋର ପର୍ଶୁରାମ ଧଡା
ସିମୁଳିଆ ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ଭଣ୍ଡାରିପୋଖରୀ ପ୍ରଫୁଲ୍ଲ ସାମଲ
ଭଦ୍ରକ ସଞ୍ଜୀବ ମଲ୍ଲିକ
ବାସୁଦେବପୁର ବିଷ୍ଣୁବ୍ରତ ରାଉତରାୟ
ଧାମନଗର ରାଜେନ୍ଦ୍ର ଦାସ
ଚାନ୍ଦବାଲି ବ୍ୟୋମକେଶ ରାୟ
ଯାଜପୁର ବିଞ୍ଝାରପୁର ପ୍ରମିଳା ମଲ୍ଲିକ
ବରୀ ସୁନନ୍ଦା ଦାସ
ବଡଚଣା ଅମର ପ୍ରସାଦ ଶତପଥୀ
ଧର୍ମଶାଳା ପ୍ରଣବ ବଳବନ୍ତରାୟ
ଯାଜପୁର ପ୍ରଣବ ପ୍ରକାଶ ଦାସ
କୋରେଇ ଅଶୋକ ବଳ
ସୁକିନ୍ଦା ପ୍ରୀତିରଞ୍ଜନ ଘଡାଇ
ଢେଙ୍କାନାଳ ଢେଙ୍କାନାଳ ସୁଧୀର କୁମାର ସାମଲ
ହିନ୍ଦୋଳ ସୀମାରାଣୀ ନାୟକ
କାମାକ୍ଷାନଗର ପ୍ରଫୁଲ୍ଲ କୁମାର ମଲିକ
ପର୍ଜଙ୍ଗ ନୃସିଂହ ଚରଣ ସାହୁ
ପାଲଲହଡା ମୁକେଶ ପାଲ
ତାଳଚେର ବ୍ରଜକିଶୋର ପ୍ରଧାନ
ଅନୁଗୁଳ ରଜନୀକାନ୍ତ ସିଂହ
ବଲାଙ୍ଗିର ବୀରମହାରାଜପୁର ପଦ୍ମନାଭ ବେହେରା
ସୋନପୁର ନିରଞ୍ଜନ ପୂଜାରୀ
ଲୋଇସିଂହା ପ୍ରଦୀପ ବେହେରା
ପାଟଣାଗଡ ସରୋଜ ମେହେର
ବଲାଙ୍ଗିର ଅର୍କେଶ ନାରାୟଣ ସିଂଦେଓ
ଟିଟିଲାଗଡ ଟୁକୁନି ସାହୁ
କଣ୍ଟାବାଞ୍ଜି ଅଜୟ ଦାସ
କଳାହାଣ୍ଡି ନୂଆପଡା ରାଜେନ୍ଦ୍ର ଢୋଲକିଆ
ଖରିଆର ଲମ୍ବୋଦର ନିଆଲ
ଲାଞ୍ଜିଗଡ ପ୍ରଦୀପ କୁମାର ଦିଶାରୀ
ଜୁନାଗଡ ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ ମୌସୁଦି ବାଗ
ଭବାନୀପାଟଣା ଦୁଷ୍ମନ୍ତ ନାୟକ
ନର୍ଲା ଭୂପିନ୍ଦର ସିଂ
ନବରଙ୍ଗପୁର ଉମରକୋଟ ସୁବାସ ଗଣ୍ଡ
ଝରିଗାଁ ପ୍ରକାଶ ଚନ୍ଦ୍ର ମାଝୀ
ନବରଙ୍ଗପୁର ସଦାଶିବ ପ୍ରଧାନୀ
ଡାବୁଗାଁ ମନୋହର ରନ୍ଧାରୀ
କୋଟପାଡ ପଦ୍ନିନୀ ଦିଆନ
ମାଲକାନଗିରି ମୁକୁନ୍ଦ ସୋଡି
ଚିତ୍ରକୋଣ୍ଡା ପୂର୍ଣ୍ଣଚନ୍ଦ୍ର ବକା
କନ୍ଧମାଳ ବାଲିଗୁଡା ଚକ୍ରଧର କହଁର
ଜି.ଉଦୟଗିରି ସାଲୁଗା ପ୍ରଧାନ
ଫୁଲବାଣୀ ଅଙ୍ଗଦ କହଁର
କଣ୍ଟାମାଳ ମହୀଧର ରଣା
ବୌଦ୍ଧ ପ୍ରଦୀପ କୁମାର ଅମାତ
ଦଶପଲ୍ଲା ରମେଶ ବେହେରା
ଭଞ୍ଜନଗର ବିକ୍ରମ କେଶରୀ ଆରୁଖ
କଟକ ବଡମ୍ବା ଦେବୀ ପ୍ରସାଦ ମିଶ୍ର
ବାଙ୍କୀ ଦେବୀ ରଞ୍ଜନ ତ୍ରିପାଠୀ
ଆଠଗଡ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ବାରବୀଟ-କଟକ ଦେବାଶିଷ ସାମନ୍ତରାୟ
ଚୌଦ୍ବାର-କଟକ ସୌଭିକ ବିଶ୍ବାଳ
କଟକ ସଦର ଚନ୍ଦ୍ରସାରଥୀ ବେହେରା
ଖଣ୍ଡପଡା ସୌମ୍ୟରଞ୍ଜନ ପଟ୍ଟନାୟକ
କେନ୍ଦ୍ରାପଡା ସାଲେପୁର ପ୍ରଶାନ୍ତ ବେହେରା
ମାହାଙ୍ଗା ପ୍ରତାପ ଜେନା
ପାଟକୁରା ବେଦପ୍ରକାଶ ଅଗ୍ରୱାଲ
କେନ୍ଦ୍ରାପଡା
ଆଳି ପ୍ରତାପ କେଶରୀ ଦେବ
ରାଜନଗର ଧ୍ରୁବ ସାହୁ
ମହାକାଳପଡା ଅତନୁ ସବ୍ୟସାଚୀ ନାୟକ
ଜଗତସିଂହପୁର ପାରାଦୀପ ସମ୍ବିତ ରାଉତରାୟ
ନିଆଳି ପ୍ରମୋଦ ମଲ୍ଲିକ
ତିର୍ତ୍ତୋଲ ବିଷ୍ଣୁ ଦାସ
ବାଲିକୁଦା-ଏରସମା ରଘୁନନ୍ଦନ ଦାସ
ଜଗତସିଂହପୁର ପ୍ରଶାନ୍ତ ମୁଦୁଲି
କାକଟପୁର ସୁରେନ୍ଦ୍ର ସେଠୀ
ନିମାପଡା ସମୀର ଦାସ
ପୁରୀ ପୁରୀ ମହେଶ୍ବର ମହାନ୍ତି
ବ୍ରହ୍ମଗିରି ସଞ୍ଜୟ ଦାସବର୍ମା
ସତ୍ୟବାଦୀ ଉମାକାନ୍ତ ସାମନ୍ତରାୟ
ପିପିଲି ପ୍ରଦୀପ ମହାରଥୀ
ଚିଲିକା ପ୍ରଶାନ୍ତ ଜଗଦ୍ଦେବ
ରଣପୁର ସତ୍ୟନାରାୟଣ ପ୍ରଧାନ
ନୟାଗଡ ଅରୁଣ ସାହୁ
ଭୁବନେଶ୍ବର ଭୁବନେଶ୍ବର-ମଧ୍ୟ ଅନନ୍ତ ନାରାୟଣ ଜେନା
ଭୁବନେଶ୍ବର-ଉତ୍ତର ସୁଶାନ୍ତ ରାଉତ
ଏକାମ୍ର ଭୁବନେଶ୍ବର ଅଶୋକ ଚନ୍ଦ୍ର ପଣ୍ଡା
ଜୟଦେବ ଅରବିନ୍ଦ ଢାଲି
ଜଟଣୀ ବିଭୂତି ବଳବନ୍ତରାୟ
ବେଗୁନିଆ ରାଜେନ୍ଦ୍ର କୁମାର ସାହୁ
ଖୋର୍ଦ୍ଧା ଜ୍ୟୋତିନ୍ଦ୍ରନାଥ ମିତ୍ର
ଆସ୍କା ପୋଲସରା ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର ଲତିକା ପ୍ରଧାନ
ଖଲ୍ଲିକୋଟ କେ.କେ. ସୂର୍ଯ୍ୟମଣି ବୈଦ୍ୟ
ଆସ୍କା ମଞ୍ଜୁଳା ସ୍ବାଇଁ
ସୋରଡା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ
ସାନଖେମୁଣ୍ଡ ନନ୍ଦିନୀ ଦେବୀ
ହିଞ୍ଜିଳି ନବୀନ ପଟ୍ଟନାୟକ
ବ୍ରହ୍ମପୁର ଗୋପାଳପୁର ପ୍ରଦୀପ କୁମାର ପାଣିଗ୍ରାହୀ
ଛତ୍ରପୁର ସୁବାସ ଚନ୍ଦ୍ର ବେହେରା
ବ୍ରହ୍ମପୁର ବିକ୍ରମ ପଣ୍ଡା
ଦିଗପହଣ୍ଡି ସୂର୍ଯ୍ୟନାରାୟଣ ପାତ୍ର
ଚିକିଟି ଉଷା ଦେବୀ
ମୋହନା ପୂର୍ଣ୍ଣବାସୀ ନାୟକ
ପରଳାଖେମୁଣ୍ଡି କଲ୍ୟାଣୀ ଗଜପତି
କୋରାପୁଟ ଗୁଣୁପୁର ରଘୁନାଥ ଗମାଙ୍ଗ
ବିଷମକଟକ ଜଗନ୍ନାଥ ସାରକା
ରୟଗଡା ଲାଲବିହାରୀ ହିମରିକା
ଲକ୍ଷ୍ମୀପୁର ପ୍ରଭୂ ଜାନୀ
ଜୟପୁର ରବିନାରାୟଣ ନନ୍ଦ
କୋରାପୁଟ ରଘୁରାମ ପଡାଲ
ପଟାଙ୍ଗି ପ୍ରୀତମ ପାଢୀ

Follow by Email
WhatsApp