ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ


ଭୁବନେଶ୍ବର ୨୭|୩ : ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ସହ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।

ଲୋକସଭା ଆସନ ପାଇଁ ପ୍ରାର୍ଥୀ :

ଭୁବନେଶ୍ବର- ଅରୁପ ପଟ୍ଟନାୟକ

ସମ୍ବଲପୁର- ନଳୀନକାନ୍ତ ପ୍ରଧାନ

ପୁରୀ- ପିନାକୀ ମିଶ୍ର

କେନ୍ଦ୍ରାପଡା- ଅନୁଭବ ମହାନ୍ତି

ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ

ଯାଜପୁର- ସସ୍ମିତା ସେଠୀ

ବାଲେଶ୍ବର- ରବୀନ୍ଦ୍ର ଜେନା

ଭଦ୍ରକ- ମଞ୍ଜୁଲତା ମଣ୍ଡଳ

ମୟୁରଭଞ୍ଜ- ଦେବାଶିଷ ମାରାଣ୍ଡି

ବିଧାନସଭା ଆସନ ପାଇଁ ପ୍ରାର୍ଥୀ :

ସାଲେପୁର- ପ୍ରଶାନ୍ତ ବେହେରା

ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା

ଘଷିପୁରା- ବଦ୍ରିନାରାୟଣ ପାତ୍ର

ରେମୁଣା- ସୁଧାଂଶୁ ପରିଡା

ଆଳି- ପ୍ରତାପ ଦେବ

ପାଟଣା- ଜଗନ୍ନାଥ ନାଏକ

କରଞ୍ଜିଆ- ବାସନ୍ତୀ ହେମ୍ବ୍ରମ

ଭୋଗରାଇ- ଅନନ୍ତ ଦାସ

ବିଞ୍ଝାରପୁର- ପ୍ରମିଳା ମଲ୍ଲିକ

ପାଟକୁରା- ବେଦପ୍ରକାଶ ଅଗ୍ରଓ୍ବାଲ

ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ

କେନ୍ଦୁଝର- ମାଧବ ସର୍ଦ୍ଦାର

ଚୌଦ୍ବାର କଟକ- ସୌଭିକ ବିଶ୍ବାଳ

ସିମୁଳିଆ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଭଣ୍ଡାରୀପୋଖରୀ- ପ୍ରଫୁଲ୍ଲ ସାମଲ

ସତ୍ୟବାଦୀ- ଉମାକାନ୍ତ ସାମନ୍ତରାୟ

ବାଙ୍କୀ- ଦେବରଞ୍ଜନ ତ୍ରିପାଠୀ

ଚାନ୍ଦବାଲି- ବ୍ୟୋମକେଶ ରାୟ

ନୟାଗଡ- ଅରୁଣ ସାହୁ

ବଡମ୍ବା ନରସିଂହପୁର- ଦେବୀ ପ୍ରସାଦ ମିଶ୍ର

ଆଠଗଡ- ରଣେନ୍ଦ୍ର ପ୍ରତାପ ସ୍ବାଇଁ

ସୁକିନ୍ଦା- ପ୍ରୀତିରଞ୍ଜନ ଘଡାଇ

ମହାକାଳପଡା- ଅତନୁ ସବ୍ୟସାଚୀ ନାୟକ

ହିନ୍ଦୋଳ- ସୀମାରାଣୀ ନାୟକ

ମାହାଙ୍ଗା- ପ୍ରତାପ ଜେନା

ଧର୍ମଶାଳା- ପ୍ରଣବ ବଳବନ୍ତରାୟ

ରଣପୁର- ସତ୍ୟନାରାୟଣ ପ୍ରଧାନ

ଏକାମ୍ର ଭୁବନେଶ୍ବର- ଅଶୋକ ପଣ୍ଡା

ଢେଙ୍କାନାଳ- ସୁଧିର ସାମଲ

ପରଜଙ୍ଗ- ନୃସିଂହ ସାହୁ

ତେଲକୋଇ- ପ୍ରେମାନନ୍ଦ ନାୟକ

ଅନୁଗୁଳ- ରାଜନୀକାନ୍ତ ସିଂ.

Follow by Email
WhatsApp