ଭୁବନେଶ୍ବର ୨୭|୩ : ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ସହ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।
ଲୋକସଭା ଆସନ ପାଇଁ ପ୍ରାର୍ଥୀ :
ଭୁବନେଶ୍ବର- ଅରୁପ ପଟ୍ଟନାୟକ
ସମ୍ବଲପୁର- ନଳୀନକାନ୍ତ ପ୍ରଧାନ
ପୁରୀ- ପିନାକୀ ମିଶ୍ର
କେନ୍ଦ୍ରାପଡା- ଅନୁଭବ ମହାନ୍ତି
ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ
ଯାଜପୁର- ସସ୍ମିତା ସେଠୀ
ବାଲେଶ୍ବର- ରବୀନ୍ଦ୍ର ଜେନା
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ମୟୁରଭଞ୍ଜ- ଦେବାଶିଷ ମାରାଣ୍ଡି
ବିଧାନସଭା ଆସନ ପାଇଁ ପ୍ରାର୍ଥୀ :
ସାଲେପୁର- ପ୍ରଶାନ୍ତ ବେହେରା
ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା
ଘଷିପୁରା- ବଦ୍ରିନାରାୟଣ ପାତ୍ର
ରେମୁଣା- ସୁଧାଂଶୁ ପରିଡା
ଆଳି- ପ୍ରତାପ ଦେବ
ପାଟଣା- ଜଗନ୍ନାଥ ନାଏକ
କରଞ୍ଜିଆ- ବାସନ୍ତୀ ହେମ୍ବ୍ରମ
ଭୋଗରାଇ- ଅନନ୍ତ ଦାସ
ବିଞ୍ଝାରପୁର- ପ୍ରମିଳା ମଲ୍ଲିକ
ପାଟକୁରା- ବେଦପ୍ରକାଶ ଅଗ୍ରଓ୍ବାଲ
ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ
କେନ୍ଦୁଝର- ମାଧବ ସର୍ଦ୍ଦାର
ଚୌଦ୍ବାର କଟକ- ସୌଭିକ ବିଶ୍ବାଳ
ସିମୁଳିଆ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ଭଣ୍ଡାରୀପୋଖରୀ- ପ୍ରଫୁଲ୍ଲ ସାମଲ
ସତ୍ୟବାଦୀ- ଉମାକାନ୍ତ ସାମନ୍ତରାୟ
ବାଙ୍କୀ- ଦେବରଞ୍ଜନ ତ୍ରିପାଠୀ
ଚାନ୍ଦବାଲି- ବ୍ୟୋମକେଶ ରାୟ
ନୟାଗଡ- ଅରୁଣ ସାହୁ
ବଡମ୍ବା ନରସିଂହପୁର- ଦେବୀ ପ୍ରସାଦ ମିଶ୍ର
ଆଠଗଡ- ରଣେନ୍ଦ୍ର ପ୍ରତାପ ସ୍ବାଇଁ
ସୁକିନ୍ଦା- ପ୍ରୀତିରଞ୍ଜନ ଘଡାଇ
ମହାକାଳପଡା- ଅତନୁ ସବ୍ୟସାଚୀ ନାୟକ
ହିନ୍ଦୋଳ- ସୀମାରାଣୀ ନାୟକ
ମାହାଙ୍ଗା- ପ୍ରତାପ ଜେନା
ଧର୍ମଶାଳା- ପ୍ରଣବ ବଳବନ୍ତରାୟ
ରଣପୁର- ସତ୍ୟନାରାୟଣ ପ୍ରଧାନ
ଏକାମ୍ର ଭୁବନେଶ୍ବର- ଅଶୋକ ପଣ୍ଡା
ଢେଙ୍କାନାଳ- ସୁଧିର ସାମଲ
ପରଜଙ୍ଗ- ନୃସିଂହ ସାହୁ
ତେଲକୋଇ- ପ୍ରେମାନନ୍ଦ ନାୟକ
ଅନୁଗୁଳ- ରାଜନୀକାନ୍ତ ସିଂ.