ନିଃସହାୟଙ୍କ ସେବାରେ ନିଜକୁ ସମର୍ପିଛନ୍ତି ଜୟନ୍ତୀ Posted on 10/03/201910/03/2019 by NTP Bureau Report ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ର କରିକିଣ୍ଡା ଗ୍ରାମରେ ଥିବା ଜୟନ୍ତୀ ଅର୍ଗାନାଇଜେସନ ତରଫରୁ sc st ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ପତ୍ର ବଣ୍ଟନ କରାଯାଇଛି।ସଂଗଠନର ମୁଖ୍ୟ ଶ୍ରୀମତୀ ଜୟନ୍ତୀ ଜଣେ ଗରିବ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ତାଙ୍କ ହୃଦୟ ବିଶାଳ।ସେ ସବୁବେଳେ ନିଃସହାୟ ଗରିବ ଲୋକଙ୍କ ସେବା କରିଆସୁଛନ୍ତି।ଆଜକୁ ପ୍ରାୟ ୧୫ ବର୍ଷ ହେବ ଏହି ସମାଜ ସେବା କାମ କରିଆସୁଛନ୍ତି।ମାନବ ସେବା ହିଁ ମାଧବ ସେବା।ଜୟନ୍ତୀ ବୟସର ଅପରାହ୍ନ ରେ ପ୍ରାୟ ୭୦ ବର୍ଷରେ ପାଦ ଥାପିଥିଲେ ମଧ୍ୟ ନିଜେ ଥକି ନପଡ଼ି ନିଜକୁ ସମାଜ ସେବା କାମରେ ସମର୍ପି ଦେଇଛନ୍ତି। Share on FacebookTweetFollow usSave Post Views: 236
Odisha ସ୍ୱାଧାର,ଆହାରରେ ପାଳିଲେ ନବବର୍ଷ NTP Bureau Report 03/01/2020 0 ଅନୁଗୋଳ(ଏନଟିପି): ଅନୁଗୁଳରେ ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛନ୍ତି ପ୍ରଶାସନିକ ଅଧିକାରୀ।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅତୁଲ୍ୟ କୁମାର […]
Odisha CBI ARRESTS AN ASSISTANT REVENUE INSPECTOR AND A MANAGER OF MAHANADI COALFIELD LTD IN A BRIBERY CASE NTP Bureau Report 28/04/2021 0 Bhubaneswar(NewsTime Pro): Share on Facebook Tweet Follow us Save Post Views: 474
Odisha Political Tadka ବିଜେଡିର ୨ଟି ଲୋକସଭା ଓ ୭ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା NTP Bureau Report 02/04/2019 0 ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କଟିଛି। ସେହିପରି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ ରାଜ୍ୟସଭା ସାଂସଦ […]