ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ

ଅନୁଗୋଳ :

ଅନୁଗୁଳ ଜିଲ୍ଲାରେ ଲୋକମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉଦ୍ଧେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ପକ୍ଷରୁ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଗୁଳ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୩୭ ଟି ମୋଟର ଦୁର୍ଘଟଣା,୬ ଟି ଚେକ ବାଉଁଶ,୫ ଟି ବ୍ୟାଙ୍କ ଅସୁଲି,୧ ଟି ଫୌଜଦାରୀ,୩୫ ଟି ଦେଓଆନି ଓ ୧୮ ଟି ପାରିବାରିକ ଏହିଭଳି ସମୁଦାୟ ୨୩୫ ଟି ମାମଲାର ଆପୋଷ ସମାଧାନ କରାଯାଇ ୨ କୋଟି ୧୯ ଲକ୍ଷ ୩0 ହଜାର ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଛି।

Follow by Email
WhatsApp