ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର…. Posted on 04/02/201904/02/2019 by NTP Bureau Report ଅନୁଗୋଳ(ଏନ ଟି ପି) ଆଜି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଦାଖଲ ହୋଇଥବା ୧୮୬ ଟି ବ୍ୟକ୍ତିଗତ ଓ ୧୯ ଟି ଗ୍ରାମ୍ୟ ଭିତିକ ସମସ୍ୟା ସମ୍ପର୍କିତ ଅଭିଯୋଗ ର ଶୁଣାଣି କରି ଜିଲ୍ଲାପାଳ ଅନିଲ ସାମଲ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୨୦ ଜଣଙ୍କୁ ୭୫ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୯ ଜଣଙ୍କୁ ୭୫ ହଜାର ଟଙ୍କାର ଆର୍ଥିକ ସହାୟତା ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି। Share on FacebookTweetFollow usSave Post Views: 184
Odisha ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭୂମିପୂଜନ NTP Bureau Report 10/02/2019 0 କିଶୋରନଗର(ଏନଟିପି) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର କିଶୋରନଗର ବ୍ଲକ ରଣିଆକଟା ଠାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ରଣିଆକଟା ଠାରୁ ସଞ୍ଜାମୁରା ପର୍ଯ୍ୟନ୍ତ RD ରାସ୍ତାର ଭୂମିପୂଜନ ଅନୁଷ୍ଟିତ ହୋଇଯାଇଛି।ଆଠମଲ୍ଲିକ ବିଧାୟକ […]
Odisha ମଦ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତ୍ୱ NTP Bureau Report 25/05/2020 0 ଅନୁଗୋଳ(ଏନଟିପି): ଲକଡାଉନ ସମୟରେ ଟ୍ରାଫିକ ଜାମ ।କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ।ଲୋକେ ଲକଡାଉନ ରେ ମଦ ପାଇଁ ଆସି ଗାନ୍ଧି ଛକରେ ଭିଡ଼ ଲଗାଉଥିବା ଦୃଶ୍ୟ କଏଦ ହୋଇଛି ଆମ କ୍ୟାମେରାରେ। […]
Odisha Sports ୨୨ରୁ କିଟ୍ ଇଣ୍ଟରନ୍ୟାସ୍ନାଲ୍ ଚେସ୍ ଫେଷ୍ଟିଭାଲ୍ ମୋଟ ପୁରସ୍କାର ରାଶି ୨୫ଲକ୍ଷ ଟଙ୍କା ; ୧୬ ରୁ ହେବ ଏମ୍ପିଏଲ୍ ଜାତୀୟ ସ୍କୁଲ୍ ଚେସ୍ ଚାମ୍ପିଅନ୍ସିପ୍ Smrutilipi 14/05/2022 0 ଭୁବନେଶ୍ୱର(ଏନଟିପି) କିଟ୍ ଓ କିସ୍ ଆନୁକୂଲ୍ୟରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ପକ୍ଷରୁ ଏମ୍ପିଏଲ୍ ୧୦ମ ଜାତୀୟ ସ୍କୁଲ୍ ଚାମ୍ପିଅନ୍ସିପ୍ ୨୦୨୨ ମେ ୧୬ ତାରିଖଠାରୁ କିସ୍ ଇଣ୍ଡୋର ଷ୍ଟାଡ଼ିଅମଠାରେ ଅନୁଷ୍ଠିତ ହେବାକୁ ଯାଉଛି […]