ଅନୁଗୋଳ ଜିନ୍ଦଲ ପରିସରରେ ୨୭୦ ବେଡେଡ଼ ଅକ୍ସୀଜେନ ସଂଯୁକ୍ତ କୋଭିଡ ସେଣ୍ଟର ର ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ (ଏନଟିପି): ଆଜି ଅନୁଗୋଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଅନୁଗୋଳ ଜିଲ୍ଲା ନିଶା ଠାରେ ଥିବା ଜିନ୍ଦଲଷ୍ଟିଲଏଣ୍ଡପାୱାର ଠାରେ ୨୭୦ଶଯ୍ୟା ବିଶିଷ୍ଟ ଅକ୍ସୀଜେନ ବେଡେଡ଼ […]

Follow by Email
WhatsApp