ସମଲବ୍ୟାରେଜ ସମ୍ପୂର୍ଣ ବିସ୍ଥାପିତଙ୍କ ଉପରେ କୋପ କରିଛନ୍ତି କି ମୁଖ୍ୟମନ୍ତ୍ରୀ ?ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର !

ଭୁବନେଶ୍ୱର(ଏନ ଟି ପି ): କେଉଁ ଉଦ୍ଧେଶ୍ୟରେ ନିର୍ମାଣ ହୋଇଥିଲା ସମଲ ବ୍ୟାରେଜ ପ୍ରକଳ୍ପ ? ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ସମଲ ନଦୀବନ୍ଧ ଯୋଜନା କୁ ଶୁଭାରମ୍ଭ […]

ଭଦ୍ରକରେ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର(ଏନଟିପି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ଅନୁରୋଧ […]

ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଯାଇଥିବା ମହିଳା କିଏ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ବିଜେପି

ଭୁବନେଶ୍ୱର(ଏନଟିପି):  ଦୁଇ ମହିଳାଙ୍କର ଖର୍ଚ୍ଚ ସରକାର ବହନ କରିବା କେଉଁ ସ୍ୱଛତାର ପ୍ରତୀକ?  ୨ ଜଣ ମହିଳା ମନ୍ତ୍ରୀଙ୍କର ବ୍ୟକ୍ତିଗତ ଅତିଥି ଥିଲେ ନା ପର୍ଯ୍ୟଟନ ବିଭାଗର ସରାକାରୀ କାମରେ ଯାଇଥିଲେ? […]

ଆଦି ମହୋତ୍ସବରେ ଯୋଗଦେଇ କହିଲେ ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ(ଏନଟିପି): ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ […]

ଉତ୍କଳ ବିଶ୍ବବିଦ୍ୟାଳୟକୁ ବର୍ଷକର ଦରମା ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର(ଏନ ଟି ପି): ନେତୃତ୍ୱ ବିନା ସମାଜ ବା ସଂଗଠନ ଆଗେଇ ପାରିବ ନାହିଁ।ଉତ୍କଳ ବିଶ୍ଵବିଦ୍ୟାଳୟର ଦାୟିତ୍ୱ ନେବା ପାଇଁ ଆଜି ସମସ୍ତଙ୍କର ସମୟ ଆସିଛି।ଉତ୍କଳ ବିଶ୍ଵବିଦ୍ୟାଳୟ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଭାବରେ ଅବସ୍ଥାପିତ ହେଲେ […]

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇଦିନିଆ ୟୁଏଇ ଗସ୍ତର ଅନ୍ତିମ ଦିନ: ଭାରତ-ଓପେକ୍ ଭାଗିଦାରୀକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ

ୟୁଏଇ(ଏନଟିପି): ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍ ମିଲ୍ଲରଙ୍କୁ ସାକ୍ଷାତ୍ କରି ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ […]

Follow by Email
WhatsApp