କଣ କଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ??କଣ ଖାଇବେ କଣ ନଖାଇବେ ପଢନ୍ତୁ ଆମର HEALTH ରିପୋର୍ଟ ….

ଚୂନ ମାଛ ଶରୀର ପାଇଁ କେତେ ଭଲ ପଢନ୍ତୁ ପୁରା ରିପୋର୍ଟ

👉୧. ଚୂନାମାଛ ଖାଇଲେ ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଫଳରେ ହୃଦ୍‌ରୋଗର ଆଶଙ୍କା ମଧ୍ୟ କମିଯାଏ।
👉୨. ଚୁନା ମାଛରେ ଥିବା ଭିଟାମିନ୍‌ ଦୃଷ୍ଟି ଶକ୍ତି ବଢାଇବା ସହ ଦୃଷ୍ଟିହୀନତା ଓ ଆଖିର ବିଭିନ୍ନ ସମସ୍ୟା ଦୂର କରେ।
👉୩. ପିଲାଙ୍କ ପାଇଁ ଚନା ମାଛ ସବୁଠୁ ଭଲ। ଏହା ସେମାନଙ୍କ ଶରୀର ବୃଦ୍ଧିରେ ସହାୟକ ହୋଇଥାଏ। ଏହା ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ମଧ୍ୟ ବଢ଼ାଇଥାଏ।
👉୪. ଚୁନାମାଛ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ। ଏଥିରେ ଥିବା କ୍ୟାଲ୍‌ସିୟମ ଦାନ୍ତ ଓ ଶରୀରର ହାଡ଼ ସବୁକୁ ମଜବୁତ୍‌ କରେ।
👉୫. ଶ୍ୱାସରୋଗୀଙ୍କ ପାଇଁ ଚୁନା ମାଛ ଖୁବ୍ ଉପକାରୀ। ଏହାକୁ ୬ ମାସ ଯାଏ ନିୟମିତ ଖାଇଲେ, ଶ୍ୱାସରୋଗରୁ ମୁକ୍ତି ମିଳେ।
👉୬. ଚୂନା ମାଛ ପେଟ ପାଇଁ ଖୁବ୍‌ ଭଲ। ଏହା ଦ୍ୱାରା ଶରୀରରେ ହଜମ ଶକ୍ତି ବୃଦ୍ଧି ପାଏ ଓ ବିଭିନ୍ନ ପେଟ ରୋଗରୁ ସୁରକ୍ଷା ମିଳିଥାଏ।

Follow by Email
WhatsApp