ଅନୁଗୋଳ ଜିଲ୍ଲା ପାଇଁ COVID19 ପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟ କର୍ମଚାରୀ ଆବଶ୍ୟକ Posted on 26/03/202026/03/2020 by NTP Bureau Report ଅନୁଗୋଳ(ଏନ ଟି ପି) ଅନୁଗୋଳ ଜିଲ୍ଲା ପାଇଁ COVID-19 ର ପରିଚାଳନା ନିମନ୍ତେ ଷ୍ଟାଫନର୍ସ,ଫାର୍ମାସିଷ୍ଟ,ସ୍ୱାସ୍ଥ୍ୟ କର୍ମୀ (ପୁରୁଷ ଓ ମହିଳା),ରେଡ଼ିଓ ଗ୍ରାଫର,ଲାବରଟୋରୀ ଟେକ୍ନିସିଆନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଇଛୁକ ପ୍ରାର୍ଥୀ ନିଯୁକ୍ତି ସାକ୍ଷାତକାର(walk-in-interview)ପାଇଁ ତା ୩୦/୩/2020 ଦିନ ସକାଳ ୧୧ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ CDM & PHO ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହିବାକୁ ଜଣାଇ ଦିଆଯାଇଛି ।ଆବେଦନ କରିବା ନିମନ୍ତେ cdmoang@gmail.comରେ ଯୋଗାଯୋଗ କରିବା ସହ ଆବେଦନପତ୍ର ର ଫର୍ମାଟ ପାଇବା ପାଇଁ 9437069194 ଓ 7008271298 ମୋବାଇଲ ନଂ ରେ ଯୋଗାଯୋଗ କରନ୍ତୁ। Share on FacebookTweetFollow usSave Post Views: 768
Odisha NABET Rankings: Smrutilipi 03/08/2022 0 KIIT Polytechnic Adjudged Odisha’s Best Bhubaneswar, Aug 3: KIIT Polytechnic has been ranked as the best polytechnic in Odisha among all the state and private-run […]
Odisha ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ କଲେ ଆର.ଡି. ସି NTP Bureau Report 10/11/2019 0 ଭଦ୍ରକ:(ଏନଟିପି): ବୁଲବୁଲ ବାତ୍ୟା ସମସ୍ତଙ୍କ ନିଦ ହଜେଇଦେଇଥିଲା।ବୁଲବୁଲ ସିନା ଚାଲିଯାଇଛି କିନ୍ତୁ ଓଡ଼ିଶାର କିଛି ଜାଗାରେ ସବୁ କ୍ଷ୍ୟତି ଘଟାଇ ଚାଲିଯାଇଛି।ଜିଲ୍ଲାରେ ସାମୁଦ୍ରିକ ଝଡ଼ ବୁଲବୁଲର ପ୍ରଭାବ। ଦୁଇ ଦିନ ଧରି ବର୍ଷା ସାଙ୍ଗକୁ […]
Odisha Political Tadka ବିଜେଡିର ପ୍ରଥମ ପ୍ରାର୍ଥୀତାଲିକା ଘୋଷଣା NTP Bureau Report 18/03/2019 0 ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ ଭବାନୀପାଟଣା : ଦୁଷ୍ମନ୍ତ ନାୟକ ନର୍ଲା : ଭୂପିନ୍ଦର ସିଂହ ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ […]