ୱାର୍ଡ଼ମେମ୍ବରଙ୍କୁ ଅତି ନିର୍ମମ ଭାବେ ହତ୍ୟା Posted on 29/09/201929/09/2019 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ପୁରୁଣାକୋର୍ଟ ଥାନା ଅନ୍ତୁଳିଆ ଛକରେ ଭାଜପା ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ତଥା ବର୍ତ୍ତମାନ ଅନ୍ତୁଳିଆ ପଞ୍ଚାୟତ ୭ନଂ ୱାର୍ଡର ୱାର୍ଡମେମ୍ବର ଜଗବନ୍ଧୁ ବେହେରାଙ୍କୁ ସର୍ବସମ୍ମୁଖରେ ଭୁଜାଲି ଭୁସି ହତ୍ୟା ।ରାଜନୈତିକ ଶତ୍ରୁତା କି ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବାକାରଣ ସ୍ପଷ୍ଟ ହୋଇପାରିନାହିଁ।ହତ୍ୟା କରି ଦୁର୍ବୁତ୍ତ ଫେରାର ।କିଏ କାହିଁକି ୱାର୍ଡ଼ ମେମ୍ବରଙ୍କୁ ହତ୍ୟା କଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜୁଛି କାରଣ।କଣ ହୋଇଥାଇପାରେ ହତ୍ୟା ପଛର ରହସ୍ୟ।ଜମିବାଡ଼ି ମାମଲା କୁ କେନ୍ଦ୍ର କରି କରାଯାଇଛି ହତ୍ୟା ବୋଲି ହେଉଛି ଚର୍ଚ୍ଚା।ହତ୍ୟାକାରୀ ସଦାନନ୍ଦ ଗଡ଼ନାୟକ ବୋଲି ଚର୍ଚ୍ଚା ହେଉଛି।ସଦାନନ୍ଦ ଙ୍କର ଜଗବନ୍ଧୁ ସହ କଣ କଣ ଜମିବାଡ଼ି ଶତ୍ରୁତା ନା ଅନ୍ୟ କିଛି ରହିଥିଲା ଶତ୍ରୁତା ।ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହୋଇଯିବ। Share on FacebookTweetFollow usSave Post Views: 253
Odisha Business Birsa Munda Statue Installed at Joda NTP Bureau Report 15/11/2023 0 Joda/Barbil, 15/11/2023: The Statue of freedom fighter and legendary reformist tribal leader Bhagawan Birsa Munda was inaugurated today at the Kalapahada Chowk of Joda Municipality. […]
Odisha ସାଧାରଣତନ୍ତ୍ର ଦିବସର ସିଧାପ୍ରସାରଣ ।।NEWSTIMEPRO LIVE ||ODISHA Smrutilipi 26/01/2023 0 ଭୁବନେଶ୍ୱର(ଏନଟିପି): ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ : ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ; ପ୍ରଥମ ଥର ପାଇଁ ପରେଡରେ ପଦର୍ଶନ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର।ଭୁବନେଶ୍ୱରରେ ଲୋୟର ପିଏମଜିରେ ଦେଖିବାକୁ […]
Odisha NATIONAL ଏନଟିପିସିରେ କୋଇଲା ଶଙ୍କଟ,୪ ଟି ୟୁନିଟ ବନ୍ଦ NTP Bureau Report 03/08/2019 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର MCL ର ଭରତପୁର କୋଇଲାଖଣିରେ ଅଘଟଣ ପରେ ଚାଲିଛି ଖଣିବନ୍ଦ ଆନ୍ଦୋଳନ।୧୧ ଦିନରେ ପହଁଚିଲା ଖଣିବନ୍ଦ ଆନ୍ଦୋଳନ।ଆନ୍ଦୋଳନ ଫଳରେ ତାଳଚେର ର ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ […]