ଅନୁଗୋଳରେ ଖୋଲିଲା ସୁସ୍ୱାଦୁ ଖାଦ୍ୟର ଭଣ୍ଡାର ହୋଟେଲ ଅନ୍ନପୂର୍ଣ୍ଣା

ଅନୁଗୋଳ(ଏନଟିପି):

ଅନୁଗୋଳରେ ଖୋଲିଛି ହୋଟେଲ ଅନ୍ନପୂର୍ଣ୍ଣା।ଏହି ହୋଟେଲ ରେ ରହିଛି ଅନେକ ସୁବିଧା।ବିବାହ ପାଇଁ କଲ୍ୟାଣ ମଣ୍ଡପଠୁ ଆରମ୍ଭ କରି ରହିଛି ଅନେକ ସୁବିଧା।ହୋଟେଲ ରେ ସୁସ୍ୱାଦୁ ଖାନା ସହ ଦେଶୀ ଖାଦ୍ୟର ମଧ୍ୟ ରହିଛି ଚାହିଦା।ସୁଲଭ ମୂଲ୍ୟରେ ମିଳୁଛି ବ୍ରେକଫାଷ୍ଟ ଠୁ ଆରମ୍ଭ କରି ଲଞ୍ଚ ଆଉ ଡିନର।ଅନ୍ନପୂର୍ଣ୍ଣା ରେସ୍ତୋରାଁ ରେ ଘରୋଇ ଷ୍ଟାଇଲରେ ଖାଦ୍ୟର ରହିଛି ଅନେକ ଚାହିଦା।ଗ୍ରାହକଙ୍କ ଚାହିଦା ମୁତାବକ ହୋଟେଲରେ ମିଳିଥାଏ ଖାଇବା।ଅନୁଗୋଳରୁ ଜିନ୍ଦଲ ରାସ୍ତାରେ ପରଙ୍ଗ ଠାରେ ଅନ୍ନପୂର୍ଣ୍ଣା ହୋଟେଲ ଖୋଲିବା ପରଠୁ ଗ୍ରାହକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳୁଛି।ପାର୍କିଂ ସୁବିଧା ଠାରୁ ଆରମ୍ଭ କରି ସର୍ଭିସ ଷ୍ଟେସନ ର ମଧ୍ୟ ହୋଟେଲ ରେ ରହିଛି ସୁବିଧା।ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନେକ ବ୍ୟବସ୍ଥା ହାତକୁ ନିଆଯାଇଥିବା କଥା କହିଛନ୍ତି ହୋଟେଲର ମାଲିକ ଟୁଲୁ ସାହୁ।ହୋଟେଲରେ ସୁରକ୍ଷା ବ୍ୟବସ୍ତାଠୁ ଆରମ୍ଭ କରି ଅନେକ ଆନୁସଙ୍ଗିକ ବ୍ୟବସ୍ଥା ସହ କମ ଦାମରେ ସୁଲଭ ଖାଦ୍ୟ ଗ୍ରାହକଙ୍କୁ ପରିବେଷଣ କରାଯାଇଥାଏ।

Please See The Below Link ,👇👇👇👇👇

Hotel Annapurna,Angul
Follow by Email
WhatsApp