ରାଜଧାନୀରେ ମାତିଛନ୍ତି ଲୁଟେରା, ନୀରବଦ୍ରଷ୍ଟା ସାଜିଛି କମିଶନରେଟ ପୋଲିସ Posted on 10/07/201910/07/2019 by NTP Bureau Report ଭୁବନେଶ୍ୱର (ଏନଟିପି) : ଲୁଟେରାଙ୍କ କବଜାରେ ରାଜ୍ୟର ରାଜଢ଼ଆଣି।ଦିନ ଦ୍ବୀପହରରେ ପୋଲିସ ଆଖିରେ ଧୂଳିଦେଇ ଚାଲିଛି ଲୁଟ।ନିରବଦ୍ରଷ୍ଟା ସାଜିଛି କମିଶନରେଟ ପୋଲିସ।ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ସ୍ଥିତ ପାସ୍ ପୋର୍ଟ ସେବାକେନ୍ଦ୍ର ସମ୍ମୁଖରୁ ଜଣେ ମହିଳାଙ୍କଠାରୁ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ଭ୍ୟାନିଟ୍ ବ୍ୟାଗ୍ ଗାଡିରେ ଥିବା ବେଳେ ଚତୁରତା ସହ ଭ୍ୟାନିଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ବ୍ୟାଗରେ ସୁନା ଅଳଙ୍କାର ସହ ଏଟିଏମ୍ କାର୍ଡ ଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରଛି ପୋଲିସ । ସେହିଭଳି ଗତ ଦୁଇଦିନ ତଳେ ମଞ୍ଚେଶ୍ୱର ଥାନା ଅଧିନରେ ଜଣେ ବରିଷ୍ଠ ନାଗରିକଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରି ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ପ୍ରତିଦିନ ରାଜଧାନୀରେ ଦିନ ଦ୍ୱିପହରରେ ଲୁଟେରାଙ୍କ ରଜ୍ ଦେଖିବାକୁ ମିଳିଛି । ଯାହା କମିଶନରେଟ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । Share on FacebookTweetFollow usSave Post Views: 317
Odisha Political Tadka ଚାଷୀ ଙ୍କ ସମସ୍ୟା କୁ ନେଇ ଅନୁଗୁଳ ଉପଜିଲ୍ଲାପାଳ ଙ୍କୁ ଭେଟିଲା ବିଜେପି ଟିମ Smrutilipi 21/12/2022 0 ଚାଷୀ ଙ୍କ ସମସ୍ୟା କୁ ନେଇ ବିଜେପି ଅନୁଗୁଳ ଉପଜିଲ୍ଲାପାଳ ଙ୍କୁ ଭେଟିଲା(ଚାଷୀ ଙ୍କ ଦାବୀ ପ୍ରତି ଦୃଷ୍ଟି ନଦେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ -ଡିଲେଶ୍ୱର ପ୍ରଧାନ )ଅନୁଗୁଳ :ତା 21/12:ରାଜ୍ୟ ସରକାର ଙ୍କ […]
Odisha NATIONAL ମୋଦି କହିଲେ କ ରୋ ନା ମାନେ କେହି ରାସ୍ତାକୁ ନ ବାହାରନ୍ତୁ,୨୧ ଦିନ ମାନନ୍ତୁ ନହେଲେ ଦେଶ ୨୧ ବର୍ଷ ପଛକୁ ପଳାଇବ : ପ୍ରଧାନମନ୍ତ୍ରୀ NTP Bureau Report 24/03/2020 0 ନୂଆଦିଲ୍ଲୀ(ଏନଟିପି): କରୋନା ମୁକାବିଲାକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି। କହିଲେ ଜନତା କର୍ଫ୍ୟୂକୁ ଦେଶବାସୀ ସଫଳ କରିଛନ୍ତି। କରୋନାକୁ ମୁବାକିଲା କରିବା ପାଇଁ ଆବଶ୍ୟକ ସୋସିଆଲ ଡିଷ୍ଟାନ୍ସିଙ୍ଗ। ଆଜି ରାତି […]
Odisha Village Sanitised By Youth NTP Bureau Report 22/05/2021 0 Angul(NewsTimePro): Ghantapada panchayat has been sanitized by the youth Mass.Extensive sanitation work has been carried out within the Ghantapada panchayat in the Talcher block, keeping […]