ଫନି ରଚାଇଲା ମହାବାତ୍ୟା,ଉଜୁଡିଗଲା ଓଡିଶା#NEWSTIMEPRO

ଫନି ରାଚାଇଲା ମହାବାତ୍ୟା।ଫନି ର ତାଣ୍ଡବରେ ଉଜୁଡିଗଲା ଓଡିଶା।ପୁରୀ ଓ ଭୁବନେଶ୍ୱରରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।ନୂଆ ଓଡିଶା ଗଢିବାକୁ ଚାଲିଛି ଉଦ୍ୟମ।

ବାତ୍ୟା ପାଇଁ ଓଡିଶା କୁ ଅକ୍ଷୟ କୁମାର ଦେଲେ ୧ କୋଟି

ବଦାନ୍ୟତା ଦେଖାଇଲେ ଅକ୍ଷୟ କୁମାର ,ଓଡିଶା କୁ ବାତ୍ୟା ପାଇଁ ସହାୟତା ଦେଲେ ଏକ କୋଟି ବାତ୍ୟା ଫନି ପାଇଁ ଏବେ ସବୁଆଡୁ ଓଡିଶା ପାଇଁ ସହାୟତା ର ହାତ ବଢ଼ିବାରେ ଲାଗିଛି I […]

ଓଡ଼ିଶାରେ ପ୍ରଧାନମନ୍ତ୍ରୀ,ବାତ୍ୟାସ୍ଥଳୀକୁ ଯାଇ କରିବେ ନିରୀକ୍ଷଣ

ଓଡିଶାରେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ସ୍ୱାଗତ କଲେ ନବୀନ, ଆକାଶମାର୍ଗରୁ ବାତ୍ୟାସ୍ଥଳକୁ ନୀରିକ୍ଷଣ କରିବେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସିଛନ୍ତି । ବର୍ତ୍ତମାନ ସମୟରେ ଭୁବନେଶ୍ୱର ବିମାନ […]

ଫୋନି ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ ନମ୍ବର

‘ଫୋନି’ ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ ନମ୍ବର ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି। ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/ ୨୩୦୧୫୨୫/ […]

ଫନି ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ

‘ଫୋନି’ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ। ବାତ୍ୟାକୁ ଦୃଷ୍ଟିରେ ରଖି କାଲିଠୁ ରାଜ୍ୟର ସବୁ ସ୍କୁଲ ଏବଂ କଲେଜ ବନ୍ଦ ଘୋଷଣା । ଏହି ସମୟରେ ଥିବା ସମସ୍ତ ପରୀକ୍ଷା ବାତିଲ ଭୟଙ୍କର ରୂପ ନେଉଛି […]

ଓଡିଶା ଆଡକୁ ମାଡି ଆସୁଛି ଫୋନି , ୩ ରେ ଛୁଇଁପାରେ ପୁରୀ

💁‍♂ଓଡ଼ିଶା ମୁହାଁ ‘ଫୋନି’ ୩ରେ ଛୁଇଁପାରେ ପୁରୀ ! ପବନର ବେଗ ୧୯୦ କିମି ଟପିପାରେ* 💁‍♂ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫୋନି’। ଧୀରେ ଧୀରେ ସମୁଦ୍ରରୁ ବଳ […]

‘ଫୋନି’ ଓଡ଼ିଶା ମୁହାଁ; ପ୍ରବଳ ବର୍ଷିବ

NEWS TIME PRO (BUREAU) ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି ଓଡ଼ିଶା ଛୁଇଁପାରେ। ଏନେଇ  ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ସତର୍କ ସୂଚନା ଜାରି କରାଯାଇଛି। ଆଇଏମ୍‌ଡି ଠାରୁ ସତର୍କ ସୂଚନା ପାଇବା […]

ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଇଭିଏମ୍‌, ଭିଭିପାଟ, ପୋଲିଂ ପାର୍ଟି ପ୍ରସ୍ତୁତ : କେନ୍ଦ୍ରାପଡ଼ାର ୩୫ଟି ଆଦର୍ଶ ବୁଥ୍‌ ପାଇଁ ୩୫ ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ୱର (ଏନଟିପି) ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନରେ ହେବ ମତଦାନ । ରାଜ୍ୟରେ ଏହା ଶେଷ ପର୍ଯ୍ୟାୟ […]

Follow by Email
WhatsApp