ଢେଙ୍କାନାଳ(ଏନଟିପି): ବାଇକ ଉପରେ ଚଢ଼ିଗଲା ଟ୍ୟାଙ୍କର ପୁଅ ମୃତ ,ମାଆ ଗୁରୁତର।ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବିଆରଜି ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ତାଙ୍କ […]