ପାଲଲହଡ଼ା(ଏନ ଟି ପି): ଲୋକକଳାକୁ ଉଦ୍ ଜୀବିତ କରିବା ଲୋକ ମହୋତ୍ସବର ପ୍ରମୁଖ ଲକ୍ଷ୍ୟ।ଲୁକ୍କାୟିତ ପ୍ରତିଭା ମାନଙ୍କ ପ୍ରତିଭା ବିକଶିତ କରିବାର ଏହା ଏକ ମାଧ୍ୟମ। ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ଲୋକ ମହୋତ୍ସବ […]