ଅନୁଗୋଳ(ଏନ ଟି ପି):  ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ୭ ଜଣ ଦଲାଲଙ୍କୁ ଗିରଫ କରିଛି ଅନୁଗୋଳ ପୋଲିସ। ଲୋକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ,ରେଜିଷ୍ଟ୍ରେସନ କାମ କରାଇଦେବା ନାଁରେ ଦଲାଲ ମାନେ ଟଙ୍କା ଅସୁଲ କରୁଥିବା ଅଭିଯୋଗରେ ଏହି ୭ ଜଣ […]