ବେଆଇନ ଚାନ୍ଦା ଆଦାୟ କରୁଛନ୍ତି ଅନୁଗୋଳର ଜଣେନେତ୍ରୀଙ୍କ ସ୍ୱାମୀ

ଅନୁଗୋଳ(ଏନଟିପି):

ନିଶା ପାଇଁ ଚାନ୍ଦା କରୁଛନ୍ତି ନେତ୍ରୀଙ୍କ ସ୍ୱାମୀ।ନିଶାରେ ଚୁର ହୋଇ ଜୋର ଜବରଦସ୍ତ ଟଙ୍କା ମାଗୁଛନ୍ତି ଅନୁଗୋଳର ଜଣେ ନେତ୍ରୀଙ୍କ ସ୍ୱାମୀ ।ସେପଟେ ନେତ୍ରୀ ଜଣଙ୍କ ଆଗାମୀ ଦିନରେ ପୌରନିର୍ବାଚନାରେ କାଉନସିଲର ହେବାକୁ ଲକ୍ଷ ରଖିଛନ୍ତି।ନେତ୍ରୀ ଜଣଙ୍କ ବହୁ ପରିଶ୍ରମ କରୁଛନ୍ତି ।କିନ୍ତୁ ତାଙ୍କ ସ୍ବାମୀ ଅନୁଗୋଳ ମାର୍କେଟରେ ବିଭିନ୍ନ ଦୋକାନରୁ ନିଶା ପାଇଁ ଟଙ୍କା ଆଦାୟ କରୁଛନ୍ତି।ଏମିତି ହେଲେ କଣ ହେବ ସମ୍ପୃକ୍ତ ନେତ୍ରୀଙ୍କ ରାଜନୈତିକ ଭବିଷ୍ୟତ ।ସେପଟେ ଯିଏ ଟଙ୍କା ନେଦେଲା ତାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି ।

Follow by Email
WhatsApp