ଟାଟା ଷ୍ଟିଲର ସର୍ବବୃହତ ପୁଞ୍ଜିନିବେଶ ସ୍ଥଳ ପାଲଟିଛି ଓଡ଼ିଶା

କଳିଙ୍ଗନଗର, ସେପ୍େଟମ୍ବର ୧୬, ୨୦୨୪: ଓଡ଼ିଶାର ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଖୁବ୍ ଶୀଘ୍ର ଏହାର କ୍ଷମତା ବାର୍ଷିକ ୩ ନିୟୁତ ଟନ୍ (ଏମଟିପିଏ)ରୁ ୮ ନିୟୁତ ଟନ୍ […]

ସ୍କିଲ୍‌ଡ ଇନ୍ ଓଡ଼ିଶା: ଟାଟା ପାୱାରର ଦକ୍ଷତା ବିକାଶ ଅଭିଯାନରେ ଓଡ଼ିଶାର ଶହ ଶହ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଲାଗି ଆବଶ୍ୟକ ଦକ୍ଷତା ପ୍ରଦାନ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହେବା ପରେ ଏହି ବ୍ୟାପକ ଦକ୍ଷତା ବିକାଶ ଅଭିଯାନ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ […]

ଜନ ଧନ ଆକାଉଣ୍ଟଧାରୀଙ୍କୁ ମିଳିଲା ଖୁସି ଖବର

ଜନଧନ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଯେଉଁ ଆକାଉଣ୍ଟ ଜିରୋ ବାଲାନ୍ସରେ ଖୋଲାଯାଇଥିଲା ସେଥିରେ ଆଜି ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି ବୋଲି ସୂଚନା ମିଳିଛି। […]

Follow by Email
WhatsApp