ଏନଟିପି(ଅନୁଗୁଳ)ଆଉ ରୋଷେଇ ଗ୍ୟାସ୍ ପାଇଁ ଗ୍ରାହକଙ୍କୁ ବିିତରକଙ୍କ ପାଖକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିଜ ଘର ନିକଟସ୍ଥ ଜନସେବା କେନ୍ଦ୍ରରେ ଲୋକେ ରୋଷେଇ ଗ୍ୟାସ ପାଇପାରିବେ। ଅନୁଗୁଳ ଜିଲ୍ଲାରୁ ଏହି ଯୋଜନା ଆରମ୍ଭ ହୋଇଛି। […]