ମାନ୍ୟବର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଅନୁଗୋଳ ପୌରପାଳିକାରେ ୨୫ ଲକ୍ଷ ବ୍ୟୟ ଅଟକଳରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୋଳ : (ଏନ ଟି ପି):ଅନୁଗୋଳ ପୌରପାଳିକା ସ୍ଥିତ ଟାଉନ ହାଇସ୍କୁଲ ଓ ଶିବା ଖେଳ ପଡିଆ ଠାରେ ୨୫ ଲକ୍ଷ ବ୍ୟୟ ଅଟକଳରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଓଡିଶା ବିଧାନସଭାର […]

୩ ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଉପବାଚସ୍ପତି

ଅନୁଗୋଳ(ଏନ ଟି ପି): ଘରୋଇ ବିଦ୍ୟାଳୟ ଭଳି ବିକଶିତ ହେବ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି । ଖାସ୍ ଏଥିପାଇଁ ସରକାର ‘ମୋ ସ୍କୁଲ ଅଭିଯାନ’ କୁ ଗୁରୁତ୍ବ ଦେଉଛନ୍ତି । ‘ମୋ ସ୍କୁଲ ଅଭିଯାନ’ […]

Follow by Email
WhatsApp